କଣ୍ଟାବାଞ୍ଜି : ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ଜିଲ୍ଲା ସଂଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରାଯାଉଛି । ବନ୍ଦ ପ୍ରଭାବରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ , ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିଛି । ଏପରିକି ଗାଡି ମଟର ଚଳାଚଳ ମଧ୍ୟ ଠପ୍ ହୋଇପଡିଛି । ଜରୁରୀ କାଳୀନ ସେବାକୁ ଏବଂ ପରୀକ୍ଷା ଚାଲୁଥିବା ସ୍କୁଲ କୁ ବନ୍ଦରୁ ବାଦ ଦିଆଯାଇଛି । ସ୍ଥାନିୟ ଇନ୍ଦିରା ଛକ ନିକଟରେ ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତା ମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ତେବେ ଆଜିର ଏହି ବନ୍ଦରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି।
BREAKING NEWS
- ପାରାଦୀପ ପୋର୍ଟ ଫାଟକ ଆଗରେ ଉତ୍ତେଜନା: ଶ୍ରମିକଙ୍କ ମୃତଦେହ ରଖି ଧାରଣା
- ଦିବା ପହୁଡ ନୀତି: ୩ଘଣ୍ଟା ଜଗା ଦର୍ଶନ ବନ୍ଦ
- ଭୟାଭୟ ଅଗ୍ନିକାଣ୍ଡ, ୬ ମୃତ, ୪ ଗୁରୁତର
- ଡଙ୍ଗା ବୁଡ଼ି ୨୫ ମୃତ, ୧୨ ନିଖୋଜ
- ରାଜ୍ୟରେ କୋହଲା ପାଗ, ଆସନ୍ତା ୪ ଦିନ ବର୍ଷା ସମ୍ଭାବନା
- ସରକାରଙ୍କ ବଡ ଦାବି, କର୍କଟ ଟିକା ପ୍ରସ୍ତୁତ କଲା ଋଷ
- ଦୃଷ୍ଟି ଶକ୍ତି ବଢାଏ ପାଳଙ୍ଗ
- ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା: ଉତ୍କର୍ଷ ଓଡ଼ିଶା ପୋର୍ଟାଲ ଲୋକାର୍ପିତ
- ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଜାଗୋ ଟିମ୍ ପ୍ରତିଶ୍ରୁତିବଦ୍ଧ: ଉପସଭାପତି
- ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର: ଖୁବ୍ ଶୀଘ୍ର ପ୍ରାଇଭେଟ୍ ୱାର୍ଡକୁ ସିଫ୍ଟ ହେବେ
Comments are closed.