ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଉଠିଲା ମହାଦୀପ। ମହାଦୀପ ଦର୍ଶନ କଲେ ସନ୍ଧ୍ୟାରୁ ଦୀପାଳି ଜାଳୁଥିବା ହଜାର ହଜାର ଶ୍ରଦ୍ଧାଳୁ। ଶିବ ପଞ୍ଚାକ୍ଷରୀରେ କମ୍ପିଛି ଏକାମ୍ରକ୍ଷେତ୍ର। ମନ୍ଦିର ବେଢ଼ାରେ ଓ ବାହାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଛନ୍ତି। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ସାଙ୍ଗକୁ ହରହର ମହାଦେବ ଡାକରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟା ୧୦ରେ ଉଠିଛି। ହଜାର ହଜାର ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିଛନ୍ତି। ଏଥି ସହିତ ବ୍ରତଧାରୀମାନେ ଜାଗର ବ୍ରତ ଭାଙ୍ଗିଛନ୍ତି।
BREAKING NEWS
- ପୂର୍ବତନ IICଙ୍କ ବଢିଲା ଅଡୁଆ: ଗଞ୍ଜେଇ ମାଫିଆ ସହ ଲିଙ୍କ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍
- ୨୦ ବର୍ଷ ପରେ ବଦଳିଲା ବେଙ୍ଗଲର ହାୱା: କୋଲକାତା ମାଟିରେ ପୁଣି ପାଦ ଥାପିବେ ‘ଲଜ୍ଜା’ର ଲେଖିକା ତସଲିମା
- ରଥଯାତ୍ରା ପାଇଁ କଡ଼ା ହେଲା ଟ୍ରାଫିକ୍ ବ୍ୟବସ୍ଥା, ବଡ଼ଦାଣ୍ଡ ହେଲା ‘ନୋ ଭେହିକିଲ୍ ଜୋନ୍’
- Aamir Khan Reaction: ‘ଲଭ୍ ଜିହାଦ’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଆମିର ଖାନ, କହିଲେ, ‘ ଆହୁରି ହାସ୍ୟାସ୍ପଦ ହେଉଛି ଜୀବନ’
- ଆଉ ଚଳିବନି ମନମାନି, ସରକାରୀ ଡାକ୍ତର ଲେଖିବେ ଜେନେରିକ୍ ଔଷଧ
- Nepal Elephant Revenge: ୧୪ ବର୍ଷ ହେଲାଣି ଭୁଲିନି ହାତୀ, ଖୋଜି ଖୋଜି ମାରୁଛି…ନେଲାଣି ଗୋଟିଏ ପରିବାରର ୪ ଜୀବନ
- ବିଗୁଡୁଛି ସୋନମ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟବସ୍ଥା, ଦେଶବ୍ୟାପୀ ଆମରଣ ଅନଶନ…
- ସୋନମଙ୍କ ସମର୍ଥନରେ ବାହାରିଲେ “ଥ୍ରୀ ଇଡିଅଟ୍ସ”ର ଚତୁର
- Wangchuk’s Hunger Strike: ସଙ୍କଟରେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ, ୧୮ ଦିନ ହେଲାଣି ପାଟିକୁ ନେଇନାହାନ୍ତି ଦାନା; ‘୨ ଦିନରେ ଯାଇପାରେ ଜୀବନ!’, ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ୍
- Govt’s big announcement: ‘ପତାକା କେଉଁ ଦେଶର ବି ହେଉ, ପ୍ରତ୍ୟେକ ଭାରତୀୟ ନାବିକଙ୍କ ଉପରେ ରହିବ ସରକାରଙ୍କ ନଜର…’, ହର୍ମୁଜ ସଙ୍କଟ ପରେ ବଡ଼ ପଦକ୍ଷେପ
Comments are closed.