Latest Odisha News

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତଥାଗତ ଦେଲେ ଏମିତି ଟିପ୍ପଣୀ…

ଭୁବନେଶ୍ବର: ପ୍ରତିକ୍ରିୟା ଦେଲେ ଯେ, ହେଲେ ବହୁତ ବିଳମ୍ବ ହେଇଗଲା । ‘ମୋ ଉତ୍ତରାଧିକାରୀ କାର୍ତ୍ତିକ ପାଣ୍ଡିଆନ ନୁହନ୍ତି’ ଏହି ମନ୍ତବ୍ୟ ପରେ ପୂର୍ବତନ ସାଂସଦ ତଥାଗତ ଶତପଥୀ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ନବୀନଙ୍କ ସାକ୍ଷାତକାର ସଂପର୍କିତ ଖବରକୁ ପୋଷ୍ଟ କରି ଇଂରାଜୀରେ ଲେଖିଛନ୍ତି, ‘ଠୁ ଲେଟ୍’ ।

ସୂଚାଯୋଗ୍ୟ, ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ଗୁରୁବାର ସାକ୍ଷାତକାର ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ତାଙ୍କ ଉତ୍ତରାଧିକାରୀ କାର୍ତ୍ତିକ ପାଣ୍ଡିଆନ ନୁହନ୍ତି । ତାଙ୍କ ଉତ୍ତରାଧିକାରୀ କୁ ଓଡ଼ିଶାବାସୀ ବାଛିବେ । ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି ବୋଲି ସେ କହିଥିଲେ ।

 

Comments are closed.