Latest Odisha News

BREAKING NEWS

‘ମେଡିକାଲ ଏଜୁକେସନ ଟ୍ରେନିଂ’ ନିର୍ଦ୍ଦେଶକ ଭାବେ ସିବିକେ ମହାନ୍ତି ନିଯୁକ୍ତ

ଭୁବନେଶ୍ୱର: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ପ୍ରଫେସର ସିବିକେ ମହାନ୍ତିଙ୍କୁ ସୋମବାର ଦିନ ରାଜ୍ୟ ସରକାର ମେଡିକାଲ ଏଜୁକେସନ ଟ୍ରେନିଂର ନିର୍ଦ୍ଦେଶକ(ଡିଏମଇଟି) ଭାବେ ନିଯୁକ୍ତି ଦେଇଛନ୍ତି ।

ସରୋଜ ସାହୁଙ୍କ ସ୍ଥାନରେ ପ୍ରଫେସର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ସରୋଜ ସାହୁଙ୍କୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ଦିଆଯାଇଥିବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏକ ନୋଟିସ ଜାରିକରି ସୂଚନା ଦିଆଯାଇଛି ।

Comments are closed.