ଭୁବନେଶ୍ବର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ହୋଇଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିବାରୁ କାଲି ଠାରୁ ଉପାସରେ ପଡିଛନ୍ତି ମହାପ୍ରଭୁ । ତେବେ ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି ରହିଛି । ଯେଉଁ କାରଣରୁ ଏଭଳି ଅନିୟମିତତା ଦେଖିବାକୁ ମିଳୁଛି ।
BREAKING NEWS
- Mahanadi Water Dispute: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରିବ୍ୟୁନାଲ ଶୁଣାଣି
- ଟସ, କାକରକୁ ଦୋଷ ଦେଲେ ରାହୁଲ
- କୋଲ୍ଡ ମୁନ କଣ? ଆଜି ଆକାଶରେ ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ
- Shark Fish in Balasore: ସମୁଦ୍ରରୁ ୨ଟି ବିଶାଳ ସାର୍କଙ୍କ ମୃତଦେହ ଉଦ୍ଧାର; ୬ କ୍ବିଣ୍ଟାଲରୁ ହେବ ଉର୍ଦ୍ଧ୍ବ
- ୬୯ ଟେଷ୍ଟ ପରେ ଘରୋଇ ସିରିଜରୁ ବାଦ ପଡିଲେ ଅଷ୍ଟ୍ରେଲିଆର ଏହି ଖେଳାଳି
- Birupa River: ବିରୂପା ନଦୀରୁ ଖସିପଡ଼ିଲା କାର୍;ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
- Sanchar Saathi App :ସରକାର ବଦଳାଇଲେ ନିଜ ନିଷ୍ପତ୍ତି, ‘ସଞ୍ଚାର ସାଥୀ ଆପ୍’ ବାଧ୍ୟତାମୂଳକ ନୁହଁ…
- Fighter Jet Crash: ବଡ଼ ବିମାନ ଦୁର୍ଘଟଣା, ଅଳ୍ପକେ ବଞ୍ଚିଗଲା ପାଇଲଟଙ୍କ ଜୀବନ…
- Russian President :ଆଜି ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ପୁଟିନ୍, ଭାରତ ସହ କରିପାରନ୍ତି ବଡ଼ ଡ଼ିଲ୍!
- Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୨ ମାଓବାଦୀ ନିହତ; ୩ ଯବାନ ସହିଦ
Comments are closed.