ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶ ଦେଶ ବୁଲି ଅପରେସନ ସିନ୍ଦୂର ନେଇ ଦେଶର ପକ୍ଷ ରଖିବେ ଭାରତର ସାଂସଦ । ଏନେଇ ବିଜେପି ସରକାରଙ୍କ ପକ୍ଷରୁ କିଛି ସାଂସଦଙ୍କୁ ଚୟନ କରାଯାଇଛି । ଏନେଇ ୫୯ ଜଣ ସାଂସଦଙ୍କ ତାଲିକା ପ୍ରକାଶ କରିଛି କେନ୍ଦ୍ର ।
ବିଶ୍ୱର ୩୩ ଟି ଦେଶରେ ଅପରେସନ ସିନ୍ଦୁରର ଶୂନ୍ୟ ସହନଶୀଳତା ନୀତିକୁ ନେବା ପାଇଁ, ଭାରତ ଦ୍ୱାରା ୭ ଟି ପ୍ରତିନିଧିମଣ୍ଡଳ ଗଠନ କରାଯାଇଛି, ଯେଉଁଥିରେ ମୋଟ ୫୯ ଜଣ ସଦସ୍ୟ ଅଛନ୍ତି। ଏହି ସମସ୍ତ ପ୍ରତିନିଧିମଣ୍ଡଳରେ ବିଭିନ୍ନ ଦଳର ନେତା ଏବଂ ସାଂସଦମାନେ ସାମିଲ ଅଛନ୍ତି। ଏହା ବ୍ୟତୀତ, ଏଥିରେ କିଛି କୂଟନୀତିଜ୍ଞ ରହିଛନ୍ତି ।
ଗ୍ରୁପ-୧: ଟିମ୍ ଲିଡର, ସାଂସଦ ବୈଜୟନ୍ତ ପଣ୍ଡା (ବିଜେପି) ସାଉଦି ଆରବ, କୁଏତ, ବାହାରିନ ଏବଂ ଆଲଜେରିଆ ରାଜ୍ୟ
ନିଶିକାନ୍ତ ଦୁବେ (ମଧ୍ୟପ୍ରଦେଶ, ବିଜେପି), ପି କୋନ୍ୟାକ୍ (ମଧ୍ୟପ୍ରଦେଶ, ବିଜେପି) ୪. ରେଖା ଶର୍ମା (ମଧ୍ୟପ୍ରଦେଶ, ବିଜେପି), ଅସଦୁଦ୍ଦିନ ଓଓ୍ବେସି (ଏଆଇଏମଆଇଏମ), ମନ୍ତ୍ରୀ ଗୁଲାମ ନବୀ ଆଜାଦ (ଡିପିଏପି), ସତ୍ୟନମ୍ ସିଂ ସାନ୍ଧୁ (ବିଜେପି), ହର୍ଶ ଶ୍ରୀଙ୍ଗଲା (କୂଟନୀତିଜ୍ଞ)
ଗ୍ରୁପ-୨: ଟିମ୍ ଲିଡର, ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ- ୟୁକ୍ରେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଡେନମାର୍କ, ୟୁରୋପୀୟ ସଂଘ
ଏଥିରେ ବିଜେପିର ଚାରି ଜଣ ସଦସ୍ୟ ଅନ୍ତର୍ଭୁକ୍ତ। ଡି ପୁରନ୍ଦେଶ୍ୱରୀ, ଶିବସେନା (ଉବଠା) ରୁ ପ୍ରିୟଙ୍କା ଚତୁର୍ବେଦୀ, ରାଜ୍ୟସଭା ସଦସ୍ୟ ଗୁଲାମ ଅଲି ଖଟାନା(ବିଜେପି), କଂଗ୍ରେସର ଅମର ସିଂ, ବିଜେପି ସାଂସଦ ସାମିକ ଭଟ୍ଟାଚାର୍ଯ୍ୟ ଏବଂ କୂଟନୀତିଜ୍ଞ ପଙ୍କଜ ଶରଣ, ଏମ ଜେ ଅକବର(ବିଜେପି)
ସେହିପରି ଗ୍ରୁପ୍ ୩: ଗ୍ରୁପ୍ ଲିଡର: ସଞ୍ଜୟ କୁମାର ଝା (ଜେଡିୟୁ)- ଇଣ୍ଡୋନେସିଆ, ମାଲେସିଆ, ରିପବ୍ଲିକ୍ କୋରିଆ, ଜାପାନ, ସିଙ୍ଗାପୁର
ଅପରାଜିତା ଷଡ଼ଙ୍ଗୀ (ବିଜେପି), ବ୍ରଜ ଲାଲ (ବିଜେପି), ପି ବରୁଆ (ବିଜେପି), ହେମାଙ୍ଗ ଜୋଶୀ (ବିଜେପି), ସଲମାନ ଖୁର୍ସିଦ (କଂଗ୍ରେସ), ୟୁସୁଫ ପଠାନ (ତୃଣମୂଳ କଂଗ୍ରେସ), ଜନ୍ ବ୍ରିଟାସ୍ (ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି), ମୋହନ କୁମାର (ରାଜନୀତିଜ୍ଞ)
ଗ୍ରୁପ-୪: ଟିମ୍ ଲିଡର: ଶ୍ରୀକାନ୍ତ ସିନ୍ଦେ (ଶିବସେନା)- ଲାଇବେରିଆ, ୟୁଏଇ, କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ, ସିଏରା ଲିଓନ
ବାନସୁରୀ ସ୍ୱରାଜ (ବିଜେପି), ଅତୁଲ ଗର୍ଗ (ବିଜେପି), ମଦନ କୁମାର ମିଶ୍ର (ବିଜେପି), ଏସ୍. ଏସ୍. ଆହଲୁୱାଲିଆ (ବିଜେପି), ଇ.ଟି. ମହମ୍ମଦ ବଶୀର (ଆଇୟୁଏମଏଲ), ସସ୍ମିତ ପାତ୍ର (ବିଜେଡି), ସୁଜନ ଚିନାଁୟ (କୂଟନୀତିଜ୍ଞ)
ଗ୍ରୁପ-୫: ଟିମ୍ ଲିଡର: ଶଶି ଥରୁର (ଆଇଏନସି)- ଆମେରିକା, ବ୍ରାଜିଲ, ଗୁଆନା, କଲମ୍ବିଆ
ତେଜସ୍ୱୀ ସୂର୍ଯ୍ୟା (ବିଜେପି), ଭୁବନେଶ୍ୱର କଲିତା (ବିଜେପି), ଶଶାଙ୍କ ମଣି ତ୍ରିପାଠୀ (ବିଜେପି), ଶାମ୍ଭବି ଚୌଧୁରୀ (ଲୋକ ଜନଶକ୍ତି ପାର୍ଟି), ସରଫରାଜ ଅହମ୍ମଦ (ଜେଏମଏମ), ହରିଶ ବାଲାଯୋଗୀ (ଟିଡିପି), ମିଲିନ୍ଦ ଦେବରା (ଶିବସେନା), ତରଣଜିତ ସିଂ ସାନ୍ଧୁ (ରାଜନୀତିଜ୍ଞ)
ଗ୍ରୁପ-୬: ଟିମ୍ ଲିଡର: କାନିମୋଝି (ଡିଏମକେ)- ସ୍ପେନ, ଗ୍ରୀସ, ସ୍ଲୋଭେନିଆ, ଲାଟଭିଆ, ରୁଷ
ବ୍ରୁଜେଶ ଚୋଟା (ବିଜେପି), ରାଜୀବ ରାୟ (ଏସପି), ଅଲତାଫ ଅହମ୍ମଦ (ଏନସି), ପ୍ରେମଚନ୍ଦ ଗୁପ୍ତା (ଆରଜେଡି), ଅଶୋକ କୁମାର ମିତ୍ତଲ (ଆପ), ମଞ୍ଜୀବ ସିଂ ପୁରୀ (କୂଟନୀତିଜ୍ଞ), ଜାଭେଦ ଅଶରଫ (କୂଟନୀତିଜ୍ଞ)
ଗ୍ରୁପ-୭: ଗ୍ରୁପ୍ ଲିଡର: ସୁପ୍ରିୟା ସୁଲେ (ଏନସିପି)- ଇଜିପ୍ଟ, କତାର, ଇଥିଓପିଆ, ଦକ୍ଷିଣ ଆଫ୍ରିକା
ରାଜୀବ ପ୍ରତାପ ରୁଡି (ବିଜେପି), ଅନୁରାଗ ଠାକୁର (ବିଜେପି), ବିକ୍ରମଜିତ୍ ସିଂ ସାହନି (ଆପ୍), ଲାବୁ ଶ୍ରୀ କୃଷ୍ଣା (ଟିଡିପି), ଆନନ୍ଦ ଶର୍ମା (ଆଇଏନସି), ଭି. ମୁରଲୀଧରନ (ବିଜେପି), ସେୟଦ ଅକବରୁଦ୍ଦିନ (କୂଟନୀତିଜ୍ଞ), ମନୀଷ ତିୱାରୀ (ଆଇଏନସି)
Comments are closed.