Latest Odisha News

BREAKING NEWS

ଏସବିଆଇର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ ଭାବେ ଓଡିଆ ଆଇଏଏସ୍ ଅଧିକାରୀ ମନୋନୀତ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ)ର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ ଲାଗି କେନ୍ଦ୍ର ସରକାର ଓଡିଆ ଆଇଏଏସ୍ ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ମନୋନୀତ କରିଛନ୍ତି ।

ଓଡିଶାର ମୂଳ ବାସିନ୍ଦା ଦେବାଶିଷ ପଣ୍ଡା ବର୍ତ୍ତମାନ ସମୟରେ ଅର୍ଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।

୧୯୮୭ ବ୍ୟାଚ ୟୁପି କ୍ୟାଡରର ଆଇଏଏସ୍ ଅଧିକାରୀ ଶ୍ରୀ ପଣ୍ଡା ଏବେ ରବି ମିତ୍ତଲଙ୍କ ସ୍ଥାନ ନେବେ ।

Leave A Reply

Your email address will not be published.