ଭୁବନେଶ୍ବର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଥିଲା ନୂଆ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। କଂଗ୍ରେସରୁ ବହିଷ୍କାର ହେବା ପରେ ଏହି ନୂଆ ଦଳ ଗଠନ ପାଇଁ ଅଣ୍ଟା ଭିଡ଼ିଥିଲେ ମୋକିମ। ଆଉ ଏବେ ଦଳର ସଙ୍ଗଠନକୁ ସୁଦୃଢ଼ କରିବାକୁ କିଛି ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ।
ତେବେ ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ ଦିଆଯାଇଛି…


ଅପରପକ୍ଷରେ ନୂଆ ଦଳ ଗଠନ ପରେ ମହମ୍ମଦ ମୋକିମ କହିଥିଲେ ଯେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପୌର ଓ ପଞ୍ଚାୟତ ନିର୍ବାଚନରେ ଭାଗ ନେବ।
