ପଂଜାବ: ସ୍ୱର୍ଣ୍ଣ ମନ୍ଦିରରେ ବ୍ୟାନ୍ ହେଲା ଟିକ୍ଟକ୍ । ପଂଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ଟିକ୍ଟକ୍ ଭିଡିଓ ବ୍ୟାନ୍ କରିବା ପାଇଁ ନୋଟିସ୍ ଲଗାଯାଇଛି । ଏହି ନୋଟିସ୍ରେ ଟିକ୍ଟକ୍ ବ୍ୟାନ୍ କରାଯାଇଥିବା ଉଲ୍ଲେଖ ରହିଛି । ଶିରାମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଶ୍ରୀହରମନ୍ଦିର ସାହିବଙ୍କ ପକ୍ଷରୁ ମନ୍ଦିର ପରିସରରେ ଏହି ନୋଟିସ ଲାଗିଛି ।
ଏହା ଏକ ପୂଜା ସ୍ଥଳ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଟିକ୍ଟକ୍ ନକରିବା ପାଇଁ ଅପିଲ କରାଯାଇଛି । ଏଥିସହ ଏଭଳି ଗତିବିଧିରୁ ଦୂରେଇ ରହିବା ପାଇଁ ମଧ୍ୟ ଶ୍ରୀହରମନ୍ଦିର ସାହିବଙ୍କ ପକ୍ଷରୁ କୁହାଯାଇଛି । ଯଦି ଲୋକମାନେ ଏଠାରେ ଭିଡିଓ କରିବା ବନ୍ଦ ନକରନ୍ତି, ତେବେ ଆମେ ଏସ୍ଜିପିସି ଆଗରେ ଗୁରୁଦ୍ୱାରା ପରିସରରେ ମୋବାଇଲ ଫୋନ ବ୍ୟାନ୍ କରିବାକୁ ଦାବି କରିବୁ ବୋଲି ସ୍ୱର୍ଣ୍ଣ ମନ୍ଦିର ପକ୍ଷରୁ କୁହାଯାଇଛି ।
BREAKING NEWS
- ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ ପୁଅ
- ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ
- ଚିନି ବନ୍ଦ କଲେ କମିବ କି ଡାଇବେଟିସ୍? ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ୍ ରିସର୍ଚ୍ଚରୁ ଜାଣନ୍ତୁ ସତ୍ୟତା
- ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ରୋକିବାକୁ ନୂଆ ନିୟମ, ନିୟନ୍ତ୍ରଣକୁ ଆସିଲା ଦର
- Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
- ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍
- ପୂର୍ବତନ ବିଧାୟକ ସତ୍ୟ ଭୂଷଣଙ୍କ ପରଲୋକ;ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ
- ଟେଷ୍ଟରେ ମଧ୍ୟ ଫ୍ରି ହିଟ ନିୟମ ଲାଗୁ କରାଯାଉ ବୋଲି ପ୍ରସ୍ତାବ ଦେଲେ ଭାରତର ବୋଲିଂ କୋଚ
- Nepal floods: ବାଲେନ୍ ଶାହଙ୍କ ସହ କଥା ହେଲେ ପିଏମ୍ ମୋଦୀ; ‘ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା’ ଯୋଗାଇବାକୁ ପ୍ରତିଶ୍ରୁତି

Comments are closed.