ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ର ବଡ ବିଜୟ ପରେ ରାମଲୀଲା ମୈଦାନରେ ସେ ବିଧିବଦ୍ଧ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କେଜ୍ରିୱାଲଙ୍କ ସହ ତାଙ୍କ ମନ୍ତ୍ରୀ ପରିଷଦର ୬ ଜଣ ସଦସ୍ୟ ମଧ୍ୟ ଶପଥ ନେଇଛନ୍ତି ।
କେଜ୍ରିୱାଲଙ୍କ ଏହି ଶପଥ ସମାରୋହରେ ଦିଲ୍ଲୀ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାମ କରିଥିବା ୫୦ରୁ ଅଧିକ ଶିକ୍ଷକ, ଡାକ୍ତର, ପୋଲିସ, ଡ୍ରାଇଭର ଓ ଚପରାସୀଙ୍କ ଭଳି କର୍ମଚାରୀ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିସହ ହଜାର ହଜାର ଆପ୍ ସମର୍ଥକ ରାମଲୀଲା ମୈଦାନରେ ଉପସ୍ଥିତ ରହି କେଜ୍ରିୱାଲଙ୍କ ସମର୍ଥନରେ ନାରା ଦେଇଥିଲେ । ଫଳରେ ଦିଲ୍ଲୀ ଦରବାର କେଜ୍ରିୱାଲଙ୍କ ନାରାରେ କମ୍ପି ଉଠିଥିଲା ।
BREAKING NEWS
- କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ବାଲିଅନ୍ତା ମୃତକ ସୌମ୍ୟଙ୍କ ପରିବାର, ଦେଲେ ଖୋଲା ଚେତାବନୀ
- Ganja smuggling: କନ୍ଧମାଳରୁ କାଶ୍ମୀରକୁ ଗଞ୍ଜେଇ ଲିଙ୍କ୍ ;ଗିରଫ ହେଲେ ୨ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ
- Delhi Police Foiled Terror Conspiracy: ଦେଶକୁ ଦୋହଲାଇ ଦେବା ପାଇଁ ବଡ ଷଡଯନ୍ତ୍ର! ୯ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍
- ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ସୂଚନା
- ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ କାଣ୍ଡ: ରାକେଶଙ୍କୁ ବାଡ଼େଇଲା କିଏ? ଥାନାରୁ ହସ୍ପିଟାଲ ପର୍ଯ୍ୟନ୍ତ ବଢ଼ୁଛି ରହସ୍ୟ
- Ethanol to Replace LPG: ପାଣିରେ ଚାଲିବ ଏହି ଷ୍ଟୋଭ୍!
- TET ପାସ୍ ନ କଲେ ଚାକିରିରେ ପଡ଼ିପାରେ ପ୍ରଭାବ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଦୁର୍ଘଟଣା ଆଳରେ ହତ୍ୟାକାଣ୍ଡ!
- ଜୁନ୍ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ
- Public Grievance Hearing: ଆସନ୍ତା ୧ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି;ଏହି ଅଭିଯୋଗକାରୀଙ୍କୁ ଅଗ୍ରାଧିକାର…
Comments are closed.