Latest Odisha News

BREAKING NEWS

ଆଇପିଏଲ କାର୍ଯ୍ୟସୂଚୀ ଘୋଷିତ: ଚାମ୍ପିୟନ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ପ୍ରଥମ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ୨୯ ମାର୍ଚ୍ଚରୁ ଆରମ୍ଭ ହେବ । ଫାଇନାଲ ମ୍ୟାଚ ୨୪ ମେରେ ଖେଳାଯିବ । ଉଦଘାଟନୀ ମୁକାବିଲାରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ । 

ଅନ୍ତିମ ଲିଗ୍ ମୁକାବିଲା ୧୭ ମେରେ ଖେଳାଯିବ । ଗତ ସଂସ୍କରଣରେ ମୁମ୍ବାଇ ୧ ରନରେ ଚେନ୍ନାଇକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଏହି ସିଜନରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମ୍ୟାଚ ଖେଳାଯିବ । ୬ ଦିନ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.