Latest Odisha News

BREAKING NEWS

ବିଶ୍ୱର କେଉଁ ଦେଶ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ? ଜାଣନ୍ତୁ

ନୂଆଦିଲ୍ଲୀ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏଯାଏଁ ଚୀନରେ ଘାତକ କରୋନା ଭାଇରସ ଯୋଗୁଁ ୧,୭୭୦ଜଣଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ୭୦, ୫୪୮ରୁ ଅଧିକ ଲୋକ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି ।

ଚୀନ ବ୍ୟତୀତ ବିଶ୍ୱର ଅନେକ ଦେଶରେ ୧୦୦ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି । ବିଶ୍ୱର ୨୭ଟି ଦେଶ କରୋନା କବଳରେ ଥିବା ସୂଚନା ମିଳିଛି ।

କରୋନା ଭାଇରସର ପଜିଟିଭ ରିପୋର୍ଟ ଆସିଥିବା ଦେଶ ଗୁଡିକ ହେଲା:-

୧. ଅଷ୍ଟ୍ରେଲିଆ- ୧୫

୨. ବେଲଜିୟମ-୧

୩. କାମ୍ବୋଡିଆ-୧

୪. କାନାଡା-୮

୫. ଚୀନ-୭୦,୬୧୫

୬. ଇଜିପ୍ଟ-୧

୭. ଫିନଲ୍ୟାଣ୍ଡ- ୧

୮. ଫ୍ରାନ୍ସ-୧୨

୯. ଜର୍ମାନୀ-୧୬

୧୦. ଭାରତ-୩ (ତିନୋଟି ମାମଲା କେରଳ ରାଜ୍ୟରେ ସ୍ପଷ୍ଟ ହୋଇଛି)

ଅଧିକ ପଢ଼ନ୍ତୁ: ଚୀନ: କରୋନା ରୋଗୀଙ୍କ ଉପରେ ୩୦୦୦ବର୍ଷ ପୁରୁଣା ଔଷଧର ପ୍ରୟୋଗ
୧୧. ଇଟାଲୀ-୩

୧୨. ଜାପାନ-୫୩ + ୩୫୫

୧୩. ମାଲେସିଆ- ୨୨

୧୪. ନେପାଳ-୧

୧୫. ଫିଲିପାଇନ୍ସ- ୩

୧୬. ଋଷ- ୨

୧୭. ସିଙ୍ଗାପୁର- ୭୫

୧୮. ଦକ୍ଷିଣ କୋରିଆ- ୨୯

୧୯. ସ୍ପେନ-୨

୨୦. ଶ୍ରୀଲଙ୍କା-୧

୨୧. ସ୍ୱିଡେନ-୧

୨୨. ତାଇୱାନ-୨୦

୨୩. ଥାଇଲାଣ୍ଡ-୩୫

୨୪. ୟୁଏଇ-୯

୨୫. ସଂଯୁକ୍ତ ରାଷ୍ଟ୍ର-୯

୨୬. ଆମେରିକା-୧୫

୨୭. ଭିଏତନାମ-୧୬

Leave A Reply

Your email address will not be published.