ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ଇ-ବଜେଟ୍ ଉପସ୍ଥାପନ ହୋଇଛି । ଆଇପ୍ୟାଡ୍ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଚଳିତ ବର୍ଷ ୧ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏଥିରେ ରାଜ୍ୟର ଉନ୍ନତି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରକୁ ସରକାର ଦୃଷ୍ଟିରେ ରଖି ବଜେଟ୍ ଘୋଷଣା କରିଛନ୍ତି ।
ଚଳିତ ବର୍ଷ ୨ଟି ସ୍ୱତନ୍ତ୍ର ବଜେଟ୍ ଉପସ୍ଥିତ ହୋଇଛି । ଜେଣ୍ଡର ବଜେଟ୍ ଓ ଚାଇଲ୍ଡ ବଜେଟ୍କୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୬.୧୬ ପ୍ରତିଶ ହେବ । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୫ ପ୍ରତିଶତ ରହିବା ସମ୍ଭାବନା ରହିଛି । ତେବେ କୃଷି ବଜେଟ୍ ପାଇଁ ୧୯ ହଜାର ୪ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଖ୍ୟତଃ କାଳିଆ ଯୋଜନା ପାଇଁ ୩, ୧୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।
BREAKING NEWS
- PM Modi to GenZ: ଯୁବପିଢ଼ିଙ୍କ ପାଇଁ ମୋଦୀଙ୍କ ବଡ଼ ଘୋଷଣା, ମାଗଣା ଅନଲାଇନ୍ କୋଚିଂ ସହ ୧ କୋଟି ଯୁବକ-ଯୁବତୀଙ୍କୁ AI ଟ୍ରେନିଂ
- ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ନିଃଶୁଳ୍କ ପାଠ୍ୟପୁସ୍ତକ
- OCS Exam: ସିଭିଲ୍ ସର୍ଭିସ୍ ପରୀକ୍ଷା ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କୋହଳ ହେଲା ନିୟମ…
- ଦୁର୍ବଳ ହେଉଛି ଲଘୁଚାପ: ଆଜିଠୁ ବର୍ଷା କମିବ, ରାଜ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା
- Saptadhara: ୨୦୪୭ ପାଇଁ ମୋଦୀଙ୍କ ‘ସପ୍ତଧାରା’ ମନ୍ତ୍ର: ମ୍ୟାନୁଫ୍ୟାକ୍ଚରିଂରୁ ଗ୍ରୀନ୍ ଏନର୍ଜି, ଭାରତ ବଦଳାଇବ ଏହି ୭ ଶକ୍ତି…
- Independence Day: ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବିକଶିତ ଓଡ଼ିଶାର ବାର୍ତ୍ତା
- ‘ଭାରତ ଏବେ ଦ୍ରୁତତମ ଅର୍ଥନୀତି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି
- ଭୂକମ୍ପରେ ଥରିଲା ଇଣ୍ଡୋନେସିଆ; ୨ମୃତ, ସୁନାମି ସତର୍କତା ଜାରି
- 6 Firsts This Year: ଲାଲକିଲ୍ଲାରେ ଏଥର ଯୋଡ଼ି ହେଲା ୬ ନୂଆ ଅଧ୍ୟାୟ, ‘ବନ୍ଦେ ମାତରମ୍’ଠାରୁ ସ୍ୱଦେଶୀ ୨୧ ତୋପ ସଲାମୀ, AIରେ ୨୨ ଭାଷାରେ ମୋଦୀଙ୍କ ଭାଷଣ
- ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଥମ ଥର ସ୍ବାଧୀନତା ଦିବସରେ ‘ବନ୍ଦେ ମାତରମ୍’ ଗାନ

Comments are closed.