ମେଲବୋର୍ଣ୍ଣ:ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ସେମି ଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି । ଗୁରୁବାର ଭାରତ-ଇଂଲଣ୍ଡ ଓ ଦକ୍ଷିଣଆଫିକା-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ୨ଟି ଯାକ ମ୍ୟାଚ ସିଡନୀ ଗ୍ରାଉଣ୍ଡରେ ଖେଳାଯିବ । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା ।
ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ୧ ପଂଏଟ ହାସଲ କରି ଗ୍ରୁପ ବି’ର ଶୀର୍ଷ ସ୍ଥାନରେ ରହି ସେମିେୀ ପ୍ରବେଶ କରିଥିଲା । ଗତ ସଂସ୍କରଣରେ ଭାରତ ଇଂଲଣ୍ଡଠାରୁ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଥିଲା । ଏଥର ଏହାର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ । ଟିମ୍ ଇଣ୍ଡିଆ ଅଧିନାୟକ ହରମନପ୍ରୀତ କୌରଙ୍କ ପ୍ରଦର୍ଶନ ଦଳ ପାଇଁ ଏହି ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ରହିଛି ।
BREAKING NEWS
- ଭାରତ ବିପକ୍ଷରେ ପ୍ରଥମ ଟି୨୦ ସିରିଜ ଜିତିଲା ଆୟର୍ଲାଣ୍ଡ
- UPIରେ ହେବ AIର ଏଣ୍ଟ୍ରି, BHIM ଆପ୍ ହେବ ଆହୁରି ସ୍ମାର୍ଟ, PhonePe- Google Payକୁ ଦେବ କଡା ଟକ୍କର
- ପରକିୟା ପ୍ରୀତିରୁ ଉଜୁଡି ଗଲା ସଂସାର; ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ
- ସ୍କୁଲ ବହି ଛପା ପଛରେ ଦୁର୍ନୀତି: ବିଭାଗୀୟ ମନ୍ତ୍ରୀଙ୍କୁ ଟାର୍ଗେଟ୍, ସିବିଆଇ ତଦନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
- ’ନାଗରିକତ୍ୱ ବନାମ ପରିଚୟ ପତ୍ର’: କେଉଁ ସରକାରୀ ଦଲିଲ୍ ସ୍ପଷ୍ଟ କରେ ଆପଣ ଭାରତୀୟ? ସବୁ ଭ୍ରମ ଦୂର କରୁଛି ଏହି ରିପୋର୍ଟ
- ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ
- ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବେନ ଷ୍ଟୋକ୍ସ
- ଆକାଶରୁ ଖସିଲା ‘ଆରାମକୋ’ ହେଲିକପ୍ଟର, ନିମିଷକେ ପାଉଁଶ ହେଲେ ୧୪ ଯାତ୍ରୀ
- ଫିଫା ବିଶ୍ୱକପ: ନକଆଉଟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ
- Karachi attack:ନିଜକୁ ପ୍ରଥମେ ଦେଖୁ…କରାଚୀ ଆକ୍ରମଣକୁ ନେଇ ପାକିସ୍ତାନର ଅଭିଯୋଗକୁ ଭାରତର ଖଣ୍ଡନ

Comments are closed.