ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନାର କୋକୁଆ ଭୟ । ଏହି କ୍ରମରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଆଗୁଆ ସଚେତନାତା ମୂଳକ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବୋଟାନିକାଲ ଗାର୍ଡେନ୍କୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି । ଆସନ୍ତାକାଲି ଠାରୁ ଏହାକୁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ।
ମହାମାରୀର ରୂପ ନେଇଥିବା କରୋନାକୁ ରାଜ୍ୟ ସରକାର ଗତକାଲି ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ । ଏହାସହ ସମସ୍ତ ସ୍କୁଲ, କଲେଜ, ସିନେମା ହଲ ଓ ସୁଇମିଂ ପୁଲକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସବୁ ପ୍ରତିଷ୍ଠାନଗୁଡିକୁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ।
BREAKING NEWS
- ରାଜଧାନୀ ରାଜରାସ୍ତାରେ ମହିଳା ସରପଞ୍ଚଙ୍କ ଜିଦ୍: ‘ନ୍ୟାୟ ନ ମିଳିବା ଯାଏଁ ଉଠିବିନି…’ ଜାଣନ୍ତୁ କାହା ବିରୋଧରେ ଏହି ଲଢ଼େଇ କହିଲେ ଚାମେଲି?
- ୧୮ ବର୍ଷ ପରେ ଚେନ୍ନାଇର ହେଡ କୋଚ ପଦରୁ ଓହରିଲେ ଫ୍ଲେମିଂ, ଧୋନୀ ହେବେ କି ମେଂଟର
- ରାସ୍ତା କଡ଼ରେ ପଡ଼ିଥିଲା ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଭର୍ତ୍ତି ବ୍ୟାଗ୍! ତା’ପରେ ମହିଳା ଜଣକ ଯାହା କଲେ, ଶୁଣିଲେ ଆପଣ ବି କରିବେ ସଲାମ୍…
- ମହିଳା ଟେଷ୍ଟ କ୍ରିକେଟ:ଲର୍ଡସରେ ଐତିହାସିକ ବିଜୟ ହାସଲ କଲା ଭାରତ
- ପ୍ରେମ ପାଇଁ ଗଲା ପ୍ରେମିକର ଜୀବନ! ଆପାର୍ଟମେଣ୍ଟ ନିକଟରୁ ମିଳିଲା ମୃତଦେହ
- Rath Yatra 2026:ତିନି ଠାକୁରଙ୍କ ରଥରେ ଶୋଭା ପାଇବ ସୋଲ ଫୁଲ; ଶ୍ରଦ୍ଧାର ସହ ତିଆରି କରୁଛନ୍ତି ଭୋଇ ପରିବାର
- ଦୁର୍ନୀତି ଓ ଅନିୟମିତତା ଅଭିଯୋଗ; ପୂର୍ବତନ ରେଞ୍ଜରଙ୍କୁ ଧରିଲା ଭିଜିଲାନ୍ସ
- ବାଲେଶ୍ବର କୋର୍ଟକୁ ମିଳିଛି ବୋମା ଧମକ, ବଢ଼ିଲା ସୁରକ୍ଷା ବ୍ୟବସ୍ଥା
- ଦ୍ରୁତ, ସ୍ମାର୍ଟ ଏବଂ ଶକ୍ତି-ଦକ୍ଷ କମ୍ପ୍ୟୁଟିଂ ଦିଗରେ ଆଇଆଇଟି ଭୁବନେଶ୍ୱର ବୈଜ୍ଞାନିକଙ୍କ ପ୍ରମୁଖ ସଫଳତା
- ଏଣିକି ଉଚ୍ଚ ଅମଳକ୍ଷମ ଆଖୁ ଚାଷ କରାଯିବ;ଓୟୁଏଟି ବାହାର କରିଛି ୬ ପ୍ରକାରର ଆଖୁ କିସମ
Comments are closed.