ରାୟପୁର: ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଶନିବାର ଅପରାହ୍ନରେ ଛତିଶଗଡ ସୁକମା ଜିଲ୍ଲାର କୋରଜଗୁଡା ପାହାଡ ତଳେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି । ନକ୍ସଲ ଗତିବିଧିର ସୂଚନା ପାଇବା ପରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଓ କୋବ୍ରା ବାହିନୀ ପକ୍ଷରୁ ସେ ଅଞ୍ଚଳକୁ ଗସ୍ତ କରିଥିଲେ । ଗୁଳି ବିନିମୟରେ ସୁରକ୍ଷାବାହିନୀ ପକ୍ଷରୁ ନକ୍ସଲଙ୍କୁ ଦିଆଯାଇଥିବା କଡା ଜବାବରେ ଏକାଧିକ ନକ୍ସଲ ନିହତ ଏବଂ ଅନେକ ଆହତ ହୋଇଥିବା କୁହାଯାଉଛି । ଏହି ଗୁଳି ବିନିମୟରେ ୧୧ ଜଣ ଡିଆରଜି ଯବାନ ଆହତ ହୋଇଥିବା ଜଣାପଡିଛି । ଜଙ୍ଗଲ ମଧ୍ୟରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।
BREAKING NEWS
- ବଢିଲା ଆଧାର ଅପଡେଟ୍ ସମୟସୀମା, ଏହି ପର୍ଯ୍ୟନ୍ତ ମାଗଣା…
- ଅଫିସ କର୍ମଚାରୀଙ୍କୁ ସ୍କୁଲ ପିଲାଙ୍କ ଭଳି ଦଣ୍ଡ, ଭିଡିଓ ଦେଖି ସମସ୍ତେ ତାଜୁବ
- ଦରଦାମ ବୃଦ୍ଧି ପ୍ରସଙ୍ଗ: ରାଜରାସ୍ତାକୁ ଓହ୍ଲାଇବ ବିଜେଡି
- କଲେଜ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ
- ଖୁସିରେ ରୁହ, ବିବାହ କରିନେବ; ଆତ୍ମହତ୍ଯା ପୂର୍ବରୁ ପ୍ରେମିକଙ୍କ ପାଇଁ ଭିଡିଓ ବାର୍ତ୍ତା…
- ବାଘର ବି ମଣିଷଙ୍କ ଭଳି ପସନ୍ଦ : ଶିମିଳିପାଳ ଛାଡ଼ିଲେ ୨ ମହାବଳ, ଚିନ୍ତାରେ କର୍ତ୍ତୃପକ୍ଷ
- ଭାରତରେ ୬ଜି ଲଞ୍ଚ ହେବା ପରେ ବନ୍ଦ ହେବ କି ୫ଜି ଫୋନ୍?
- ଓସ୍କାର୍ ରେସରୁ ବାଦ୍ ପଡିଲା ‘ଲାପତା ଲେଡିଜ୍’
- ଦୁନିଆର ସବୁଠୁ ଧନୀ ଭିକାରି, ପାଖରେ ଅଛି ୭ କୋଟିର ସମ୍ପତ୍ତି
- ଆମ୍ବେଦକରଙ୍କୁ ନେଇ ଫ୍ୟାସନ୍ ଟିପ୍ପଣୀ: ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ
Comments are closed.