ନୂଆଦିଲ୍ଲୀ: ଆଇପିଏଲକୁ ନେଇ ସସପେନ୍ସ ଜାରି । ଚଳିତ ସଂସ୍କରଣ ଖେଳାଯିବ କି ନାହିଁ ? କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ କନଫରେନ୍ସ କଲକୁ ବାତିଲ କରିଛି ବିସିସିଆଇ । ଏହି ବୈଠକରେ ଆଇପିଏଲ୍ ଆୟୋଜନ ନେଇ ବିସିସଆଇ ଓ ଟିମ୍ ମାଲିକଙ୍କ ଭିତରେ ଆଲୋଚନା ହେବାର ଥିଲା । କିନ୍ତୁ କରୋନା ମହାମାରୀ ଯେଭଳି ଭାରତରେ କାୟା ମେଲାଉଛି ଓ ବର୍ତ୍ତମାନର ସ୍ଥିତି ଠିକଠାକ ନଥିବାରୁ କନଫରେନ୍ସ କଲକୁ ବାତିଲ କରିଛି ବିସିସିଆଇ । କୁହାଯାଉଛି ଚଳିତ ସପ୍ତାହ ଶେଷ ସୁଦ୍ଧା ଆଲୋଚନା ହୋଇପାରେ। ଏଭଳି ସ୍ଥିତିରେ ଚଳିତ ଆଇପିଏଲ୍ ସଂସ୍କରଣ ଆୟୋଜନ ନେଇ ଆଶଙ୍କା ବଢିଛି । ଏମିତି ବି କରୋନା ପାଇଁ ଦେଶରେ ବହୁ ବଡ଼ ବଡ କ୍ରୀଡା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି।
BREAKING NEWS
- Gun Robbery:ପଞ୍ଚାୟତ ଅଫିସ୍ ନିକଟରୁ ଭତ୍ତା ଟଙ୍କା ଲୁଟ୍;ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ…
- ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ; ୫ ହଜାର ଲାଞ୍ଚ ନେଉଥିଲେ
- ପୁଣି ମହଙ୍ଗା ହେବ କି ପେଟ୍ରୋଲ-ଡିଜେଲ ?
- କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍, ଜାଣନ୍ତୁ କେତେ ସମ୍ପତିର ମାଲିକ
- ଓଡ଼ିଶା ବିଜେପିର କୋର କମିଟି ବୈଠକ: ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କଡ଼ା ଟାସ୍କ; ସରକାରୀ ନିଯୁକ୍ତି ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସଂକେତ!
- ନାଁ ନୁହେଁ, ପ୍ରଦର୍ଶନ ହିଁ ସୁପରଷ୍ଟାର୍ ବନାଏ: ଦ୍ରାବିଡ଼
- ଚୀନ୍ରେ ଭୂକମ୍ପର ତାଣ୍ଡବ: ଅଧରାତିରେ ଭୁଶୁଡିଲା କୋଠା
- ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ: ଘୋଷଣା ହେଲା ତାରିଖ
- ବିହାର ସାସାରାମ-ପାଟନା ପାସେଞ୍ଜର ଟ୍ରେନର ନିଆଁ, ଜଳିଗଲା କୋଚ୍…
- କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭିଡି ସତିସନ୍
Comments are closed.