Latest Odisha News

କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ କିରଗିଜସ୍ତାନରେ ଫସି ରହିଛନ୍ତି ୫୦୦ ଛାତ୍ର

ରାୟପୁର:କିରଗିଜସ୍ତାନରେ ଛତିଶଗଡର କଂଗ୍ରେସ ବିଧାୟକଙ୍କ ପୁତ୍ର ସମେତ ୫୦୦ ମେଡିକାଲ ଛାତ୍ର ଫସି ରହିଛନ୍ତି । ରାମାନୁଜଗଞ୍ଜର ବୃହଷ୍ପତି ସିଂଙ୍କ ପୁତ୍ର ମଧ୍ୟ ରହିଛନ୍ତି । କରୋନା ଭାଇରସ ପ୍ରଭାବ ରୋକିବା ପାଇଁ ଏବଂ ଉପରୋକ୍ତ ସମସ୍ୟା ନେଇ ରାଜ୍ୟପାଳ ଅନସୁଇଆଉ ଉଇକେ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି ।

ଏହି ଅବସରରେ ସ୍ଥାନୀୟ ସରକାର ବୈଦ୍ୟୁତିକ ମିଟର ରିଡିଂ ଉପରେ କଟକଣା ଲଗାଇଛନ୍ତି । ସେହିପରି ମେ ମାସ ପର୍ଯ୍ୟନ୍ତ ରାଶନ ସାମ୍ରଗୀ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶାନାମା ଜାରୀ କରିଛନ୍ତି । ପ୍ରଥମ ଥର ପାଇଁ ଭିଡିଓ କନଫେରେନ୍ସି ମାଧ୍ୟମରେ ରାଜ୍ୟ ସରକାର କ୍ୟାବିନେଟ ବୈଠକ କରାଇବା ପାଇଁ ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.