ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ଯୋଗୁଁ ସାରା ଦେଶକୁ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏହାଦ୍ୱାରା ଲୋକେ ଘରୁ ବାହାରି ପାରୁନାହାନ୍ତି । ଫଳରେ ଚାଷୀର ଫସଲ କାମ ମଧ୍ୟ ବାଧା ପାଉଛି । ଚାଷୀମାନ ଫସଲ କାମ କରିପାରୁ ନାହାନ୍ତି । ଏଥିଯୋଗୁଁ ଫଲ ନଷ୍ଟ ହେବାରେ ଲାଗିଛି । ତେବେ ଏଣିକି ଚାଷୀ ମାନେ ତାଲା ବନ୍ଦ ବେଳେ ଫସଲ ସହ ଜଡିତ ସବୁ କାମ କରିପାରିବେ । ଏନେଇ ଆଜି କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି ।
ଚାଷୀମାନେ ଫସଲ ଅମଳ ଠାରୁ ଆରମ୍ଭ କରି କୃଷି କାର୍ଯ୍ୟ ପାଇଁ ରାସ୍ତାରେ ଟ୍ରାକ୍ଟର ମଧ୍ୟ ନେଇପାରିବେ ବୋଲି ସରକାର ମଂଜୁରୀ ଦେଇଛନ୍ତି । କେବଳ ସେତିକି ନୁହେଁ ତାଲା ବନ୍ଦ ସମୟରେ ମଣ୍ଡି ଓ କ୍ରୟ ଏଜେନ୍ସିକୁ ମଧ୍ୟ ସରକାର କଟକଣା ମୁକ୍ତ କରିଛନ୍ତି । ଅମଳ ସମୟରେ ଯେପରି କିଛି ବାଧା ସୃଷ୍ଟି ନହୁଏ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
BREAKING NEWS
- ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍ପି;ଗୁଡାରୀକୁ ରେଳ ସଂଯୋଗ ପାଇଁ…
- ଅବକାରୀ ବିଭାଗକୁ ବଡ଼ ସଫଳତା; ୫୫ କେଜି ଗଞ୍ଜେଇ ଜବତ, ୨ ଗିରଫ
- ଯୁବକଙ୍କ ଉପରେ ଚଢିଗଲା ଟ୍ରଲର, ମୃତ ଦେହ ରଖି କାରଖାନା ସମ୍ମୁଖରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା
- ଡାଇମଣ୍ଡ ଲିଗରେ ପୋଡିୟମ ଫିନିଶ କରି ଇତିହାସ ରଚିଲେ ସର୍ବେଶ
- ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ
- କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ
- ଫିଫା ବିଶ୍ୱକପ: ବ୍ରାଜିଲ ପଛକୁ ଭାରତରେ ଅଧିକ ପ୍ରଶଂସକ
- “ଶ୍ରୀ ରାମଭୂମି” ଫିଲ୍ମର ଫାଷ୍ଟ ଲୁକ୍ ସେୟାର କଲେ ଅନୁପମ ଖେର
- ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ
- Vietnam Boat Tragedy: ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ…
Comments are closed.