ଭୁବନେଶ୍ୱର: ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେ.ପି ଧଳସାମନ୍ତ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ସେ କହିଛନ୍ତ ଯେ, ତାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଓଡ଼ିଶାର ଜଣେ ନିଡର ସମର୍ଥକ, ସାମରିକ ବାହିନୀର ସଂସ୍କୃତି ଏବଂ ମୂଲ୍ୟବୋଧରେ ଧଳସାମନ୍ତ ମିଲିଟାରୀ ଜେନେରାଲ୍ସଙ୍କ ମଧ୍ୟରୁ ଅନ୍ୟତମ । ସେ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ । ତାଙ୍କ ବିୟୋଗରେ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
BREAKING NEWS
- ପରଦା ପଛରେ ରହି ୬ ଭାରତୀୟ କ୍ରିକେଟରଙ୍କୁ ‘ଷ୍ଟାର୍’ କରିଛନ୍ତି ଯୁବରାଜ
- ୟୁପି, ଉତ୍ତରାଖଣ୍ଡ ଓ ପଞ୍ଜାବ ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି; ଖେଳିପାରେ ମହିଳା ସଂରକ୍ଷଣ କାର୍ଡ
- ବ୍ରହ୍ମଗିରି କଙ୍କାଳ ଉଦ୍ଧାର ଘଟଣା, ୨ ସାଙ୍ଗ ଗିରଫ
- ୩ CJP ନେତାଙ୍କ ନାଁରେ ଜାରି ହେଲା ଲୁକ୍ଆଉଟ୍ ସର୍କୁଲାର
- ସୀମା ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍କୁ ନେଇ ସରଗରମ ରାଜନୀତି, ଆସନ୍ତା ସପ୍ତାହରୁ ପୁଣି ଚାଲିବ ସଂସଦ
- ୟୁଟ୍ୟୁବରେ ରେକର୍ଡ କଲେ ସମୟ ରାଇନା; ୧୦ ଲକ୍ଷ ଚ୍ୟାନେଲ ସଦସ୍ୟ ସହିତ ହେଲେ ବିଶ୍ୱର ନମ୍ବର ୱାନ…
- ଭାରତରେ ପାକିସ୍ତାନୀ ୱେବ୍ ସିରିଜ ପ୍ରସାରଣ ନେଇ ବିବାଦ; ନେଟଫ୍ଲିକ୍ସକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର
- ମନ୍ଦିର ଦର୍ଶନ ବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ ପୂର୍ବତନ ଉପରାଷ୍ଟ୍ରପତି
- ତିରୁପତି ମନ୍ଦିରରେ ଚେନ୍ନାଇ ଦମ୍ପତି ଚଢ଼ାଇଲେ ୨୦୮ କୋଟି ଟଙ୍କାର ୧୨୧ କିଲୋ ସୁନା ଅଳଙ୍କାର
- ଚାଉଳ ହଡ଼ପ ମାମଲାରେ ଜେଲ୍ ଗଲେ ଅବସରପ୍ରାପ୍ତ କନିଷ୍ଠ କିରାଣି
Comments are closed.