ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ଏହାରି ଭିତରେ ଓଡ଼ିଶା ଓ କେରଳର କରୋନା ମହାମାରୀ ପରିଚାଳନାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଉତ୍ତମ ପରିଚାଳନା ଯୋଗୁଁ ଏହି ଦୁଇ ରାଜ୍ୟର ଦ୍ୱିଗୁଣିତ ହାର ବା ଡବଲିଂ ରେଟ ଦେଶରେ ସର୍ବୋତ୍ତମ ଅଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।
ସେ କହିଛନ୍ତି ଯେ, ଜାତୀୟ ଡବଲିଂ ହାର ୭.୫ ଦିନକୁ ବୃଦ୍ଧି ପାଇଥିବାବେଳେ ଓଡ଼ିଶା ଓ କେରଳରେ ତାହା ପ୍ରାୟ ୩୦ ଦିନରୁ ଅଧିକ ରହିଛି । ଅର୍ଥାତ ପ୍ରତି ୩୦ ଦିନରେ ଓଡ଼ିଶା ଓ କେରଳର ପଜିଟିଭ ସଂଖ୍ୟା ଦୁଇଗୁଣ ହେଉଛି । ଦେଶର ୧୮ଟି ରାଜ୍ୟର ଡବଲିଂ ହାର ଜାତୀୟ ହାରଠାରୁ ଅଧିକ ରହିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୧୫୫୩ଟି ନୂଆ ମାମଲା ଜଣାପଡ଼ିଛି ଓ ୩୬ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହିତ ଦେଶର ମୋଟ ସଂଖ୍ୟା ୧୭,୨୬୫କୁ ବୃଦ୍ଧି ପାଇଛି ।
BREAKING NEWS
- Launch Odisha Janata Congress:’ଓଡିଶା ଜନତା କଂଗ୍ରେସ’ ଦଳ ଲୋକାର୍ପିତ କଲେ ମୋକିମ; କହିଲେ-ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଲଢିବ
- Fake Currency: ସ୍କର୍ପିଓରୁ ୮ଲକ୍ଷର ନକଲି ନୋଟ ଜବତ;ଦୁଇ ଗିରଫ
- Andaman Boat Sink: ଆଣ୍ଡାମାନ ସାଗରରେ ବୁଡିଗଲା ଡଙ୍ଗା, ୨୫୦ ରୋହିଙ୍ଗ୍ୟା ନିଖୋଜ;ମାଲେସିଆ ଅଭିମୁଖେ ଯାତ୍ରା..
- ରେଳଷ୍ଟେସନରୁ ଉଦ୍ଧାର ହେଲେ ୫୯ ନାବାଳକ…ଜଗତସିଂହପୁର ମଦ୍ରାସାକୁ ନିଆ ଯାଉଥିଲା
- Delimitation bill: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
- ଏକ କୋଟି ୪୦ ଲକ୍ଷ ଟଙ୍କାର ସୁନା ସହ ଦାମୀ କାର ଜବତ; କୁଖ୍ୟାତ ଅପରାଧୀ ଗ୍ୟାଙ୍ଗ ଗିରଫ
- ସ୍କୁଲ୍ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ;ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ
- ଡାକ୍ତରଖାନା ପାଲଟି ଗଲାଣି କି ନ୍ୟାଶନାଲ କ୍ରିକେଟ ଏକାଡେମୀ !
- CBSE Result: CBSE ଦଶମ ରେଜଲ୍ଟ ପ୍ରକାଶ;ମୋଟ ପାସ୍ ହାର ୯୩.୭୦ %
- କଂଗ୍ରେସ ନେତା ପବନ ଖେରାଙ୍କୁ ଝଟକା; ଟ୍ରାଞ୍ଜିଟ୍ ଜାମିନକୁ ସ୍ଥଗିତ କଲେ ସୁପ୍ରିମକୋର୍ଟ
Comments are closed.