ନୂଆଦିଲ୍ଲୀ: ଚିଫ୍ ଭିଜିଲାନ୍ସ କମିଶନର ଭାବେ ଦାୟିତ୍ୱ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସଂଜୟ କୋଠାରୀ । ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାମନାଥ କୋବିନ୍ଦଙ୍କ ସମ୍ମୁଖରେ ଚିଫ୍ ଭିଜିଲାନ୍ସ କମିଶନର ଭାବେ ସେ ଶପଥ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ୨୦୧୯ ଜୁନ ମାସ ଠାରୁ ଏହି ପଦବୀ ଖାଲି ପଡିଥିଲା । ଭିଜିଲାନ୍ସ କମିଶନର ଶରଦ କୁମାର ସେହି ଦିନଠାରୁ ଏହାର ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ତୁଲାଉ ଥିଲେ ।
BREAKING NEWS
- ସିଜରିଆନ୍ ଅପରେସନ୍ ପରେ ୧୭ ବର୍ଷ ଧରି ମହିଳାଙ୍କ ପେଟରେ ରହିଗଲା ସର୍ଜିକାଲ୍ କଇଁଚି!
- ଚେନ୍ନାଇକୁ ୫୦ ରନ୍ରେ ହରାଇଲା ଆରସିବି, ଚେପକରେ ୧୭ ବର୍ଷ ପରେ ବିଜୟ
- ଏନ୍ଏଚ୍-୫୫ ରାସ୍ତା କାମ ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଦିଲ୍ଲୀ ନୁହେଁ ତାମିଲନାଡ଼ୁରେ ନବୀନ, ସାଙ୍ଗରେ ଅଛନ୍ତି ଭି.କେ ପାଣ୍ଡିଆନ୍!
- ବିଧାୟକଙ୍କ ଦରମା: ଓଡ଼ିଶା ଦେଶରେ ତଳୁ ଆଡ଼ୁ!
- ନୋକିଆ ଫୋନର ବିଫଳତା କାହିଁକି ସମସ୍ତେ ଜାଣିବା ଆବଶ୍ୟକ?
- ବିଜେଡିକୁ ଝଟକା: ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ
- ଲାଞ୍ଚ ନେଇ ଫସିଲେ ଓଡିଶା ଡାକ୍ତର
- ପୋଲିସି ଡିଜିଙ୍କ ଉପରେ ବର୍ଷିଲା କଂଗ୍ରେସ, କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି
- ରାଜଧାନୀରେ ବିକ୍ଷୋଭ ବେଳେ ହିଂସା: ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ
Comments are closed.