ରାୟପୁର: ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ଏଥିସହ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଛତିଶଗଡ ନାରାୟଣପୁରରେ ସୁରକ୍ଷାବାହିନୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବାର ସୂଚନା ଦେଇଛନ୍ତି ନାରାୟଣପୁର ଏସ୍ପି । ତେବେ ଏହି ଏନ୍କାଉଣ୍ଟରେ ଦୁଇ ଜଣ ଯବାନ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି ।
BREAKING NEWS
- କାନ୍ସ ଫିଲ୍ମ ଫେଷ୍ଟିଭାଲ: ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା
- ଫୁଲ ମାଳ ପକାଇବା ନାଁରେ କହ୍ନୈୟା କୁମାରଙ୍କୁ ମାଡ଼, ଭିଡିଓ ଭାଇରାଲ
- ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଆଜି ଶେଷ ହେଉଛି ପ୍ରଚାର
- ଟୁରିଷ୍ଟ ବସ୍ରେ ନିଆଁ ଲାଗି ୮ ମୃତ, ୨୪ ଆହତ
- ଆଜି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ, କାହିଁକି ପାଳିତ ହୁଏ ଏହି ଦିବସ
- ଖରାଦିନେ ଆମ୍ବ ଖାଆନ୍ତୁ, ସୁସ୍ଥ ରୁହନ୍ତୁ
- ମତଦାନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
- ବାହାରୁ ଆସିଥିବା କଳାପାହାଡ ହାତରେ ଓଡିଶା ମାଟିର ଇଜ୍ଜତ୍କୁ ଟେକି ଦେଇପାରିବିନି: ଅନୁଭବ ମହାନ୍ତି
- ବିଜେପି କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ କହିଲେ ନବୀନ, କଡା ଜବାବ ଦେଲା ବିଜେପି
- ‘ହାରିବା ଭୟରେ ହିଂସାକୁ ଆପଣାଇଛି ବିଜେଡି’