Latest Odisha News

BREAKING NEWS

କଟକରେ ବଢିପାରେ ସଟଡାଉନ ଅବଧି

କଟକ: ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବା ଯୋଗୁଁ କଟକକୁ ଜୁଲାଇ ୮ ଯାଏଁ ସଟଡାଉନ କରାଯାଇଛି।

ଅଧିକ ପଢନ୍ତୁ- କଟକ କ୍ୟାନସର ହସ୍ପିଟାଲରୁ ପୁଣି ୩୮ କରୋନା ପଜିଟିଭ

କଟକରେ ସଟଡାଉନ ଜାରି ପରେ ଗଣମାଧ୍ୟମକୁ ସୂଚନା ଦେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି ଯେ ସହରରେ କରୋନା ରୋଗୀଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଖୋଜିବାରେ ଏହି ସଟଡାଉନ ସମୟ ସହାୟ ହେବ। ଯଦି ସହରରେ କରୋନା ପଜିଟିଭଙ୍କ ସଂଖ୍ୟା ଆଉ ବଢେ ତାହେଲେ ଆଗାମୀ ଦିନରେ ଆମେ ସଟଡାଉନକୁ ବଢାଇପାରୁ।

ଏହାଛଡା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଗତକାଲି ରାତିରେ ହୋଇଥିବା ବିବାଦର ସମାଧାନ ହୋଇଥିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ- ସଟଡାଉନ ସମୟରେ କଟକରେ ଗଡିବ ମୋ ବସ୍

Leave A Reply

Your email address will not be published.