ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଛି ବଡ ସଫଳତା । ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ ବ୍ରାଉନସୁଗାର ମାଫିଆ ମନୋରଞ୍ଜନ ସାହୁକୁ ଜଟଣୀ ବାଇପାସରୁ ଗିରଫ କରାଯାଇଛି । ତା’ନିକଟରୁ ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟି ୫୦ ଲକ୍ଷ ଟଙ୍କା ହେବ । ଏଥି ସହତ ଗୋଟିଏ ପିସ୍ତଲ, ବାଇକ ଏବଂ ନଗଦ ୧୬ ହଜାର ୫ଶହ ଟଙ୍କା ଜବତ ହୋଇଛି ।
ଗତ ଜୁନ ୧୬ରେ ଦଧିମାଛଗାଡିଆ ଲାଲ ପ୍ରଧାନ ହତ୍ୟାକାଣ୍ଡରେ ମନୋରଞ୍ଜନ ସାହୁ ସଂପୃକ୍ତ ଥିଲା । ମନୋରଞ୍ଜନକୁ ଧରିବା ପାଇଁ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ଆଜି ତାକୁ ଗିରଫ କରାଯାଇଥିବା ପ୍ରେସମିଟରେ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି । ମନୋରଂଜନ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।
BREAKING NEWS
- Prisoner Escapes From Hospital:ଧରାପଡିଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଫେରାର କଏଦୀ;ପରିସ୍ରା ଯିବା ବାହାନାରେ ଚମ୍ପଟ ମାରିଥିଲେ…
- ଚାଷୀଙ୍କୁ ବଡ଼ ଆଶ୍ବସ୍ତି, ବଢ଼ିଲା ଧାନ ପଞ୍ଜିକରଣ ଅବଧି
- ଗାଭାସ୍କରଙ୍କ ମଜାଦାର ପ୍ରସ୍ତାବ : ଟେଷ୍ଟ କ୍ରିକେଟରେ ନୋ ବଲ ଜରିମାନା ଅର୍ଥରେ ଭୋଜି କର
- ତୁକାରାମ ମୁଣ୍ଢେଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ: ‘ନିଜକୁ କ’ଣ ଭଗବାନ ଭାବୁଛନ୍ତି କି?’
- ବିଜେପି ହାତ ଧରିବାକୁ ଯାଉଛନ୍ତି ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର ୯ ବିଧାୟକ, ଦିଲ୍ଲୀରେ ଚାଲିଛି ଆଲୋଚନା
- ବୈତରଣୀରେ ଆସୁଛି ୭ମ ବନ୍ୟା !ଦଶରଥପୁରବାସୀଙ୍କ ବଢିଲା ଚିନ୍ତା,ବିପନ୍ନ ୩୪ ଦିନ ହେବ…
- ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର
- ଆସୁଛି ଆଉ ଏକ ଲଘୁଚାପ; ୩ ଦିନ ପ୍ରବଳ ବର୍ଷିବ
- ଟିକିଏ ବର୍ଷାରେ ଖୋଲିଗଲା ପୌରପାଳିକାର ପୋଲ୍: ଭଦ୍ରକର ବିଭିନ୍ନ ୱାର୍ଡରେ ପଶିଲା ନର୍ଦ୍ଦମା ପାଣି, ଲୋକେ ଆତଙ୍କିତ
- ପାଲଲହଡ଼ାରେ ଡରାଉଛି ସ୍କ୍ରବ ଟାଇଫସ୍: ଦୁଇ ଦିନରେ ୧୯ ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ

Comments are closed.