ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୨୧୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୨୮୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୧ ସଂକ୍ରମିତ ହୋଇଛନ୍ତି ।
କଟକରୁ ୪୦୦, ବାଲେଶ୍ୱର ଜିଲ୍ଲାରୁ ୧୯୪ ନୂଆ ଆକ୍ରାନ୍ତ ଥିବା ବେଳେ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ୧୬୯ ଜଣ । ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ୧୩୭ ଓ କେନ୍ଦୁଝରରୁ ୧୦୨ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି ।
Covid-19 Report For 1st September
New Positives Cases: 3219
In quarantine: 1931
Local contacts: 1288(Details of local contacts will be shared by concerned Dist Administration)
District Wise Cases
1. Angul: 66
2. Balasore: 194
3. Bargarh: 185
4. Bhadrak: 87
5. Balangir: 10— I & PR Department, Odisha (@IPR_Odisha) September 2, 2020
ଦେବଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ବାକି ୨୯ ଜିଲ୍ଲାରୁ ବାହାରିଛନ୍ତି ନୂଆ ପଜିଟିଭ୍ । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯ହଜାର ୭୮୦କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ରହିଛି ୨୮ ହଜାର ୪୪୩ ଓ ସୁସ୍ଥ ହେଲେଣି ୮୦ ହଜାର ୭୭୦ ଆକ୍ରାନ୍ତ ।
22. Nawarangpur: 55
23. Nayagarh: 62
24. Nuapada: 49
25. Puri: 217
26. Rayagada: 25
27. Sambalpur: 78
28. Sonepur: 26
29. Sundargarh: 60New Recoveries: 3484
Cumulative Tested: 1891099
Positive: 109780
Recovered: 80770
Active Cases: 28443— I & PR Department, Odisha (@IPR_Odisha) September 2, 2020
Comments are closed.