ନୂଆଦିଲ୍ଲୀ: ଲୋକପ୍ରିୟ ରିଅଲିଟି ଶୋ ‘ବିଗ୍ ବସ ସିଜିନ ୧୬’ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଏହାର ଫିନାଲେ ୱିକ୍ ବା ଶେଷ ସପ୍ତାହର କାର୍ଯ୍ୟକ୍ରମ ପ୍ରସାରଣ ହେଉଛି । ୧୨ ତାରିଖରେ ଅନୁଷ୍ଠିତ ହେବ ଏହାର ଫିନାଲେ । ଏହାକୁ ନେଇ ବିଗ୍ ବସ୍ର ଦର୍ଶକଙ୍କ ମଧ୍ୟରେ ଭରପୂର ଉତ୍କଣ୍ଠା ଲାଗି ରହିଛି । ଏହି ଫିନାଲେ କାର୍ଯ୍ୟକ୍ରମରେ ଭରପୂର ମନୋରଞ୍ଜନ ପାଇଁ ବ୍ୟବସ୍ଥା କରିଛନ୍ତି କଲର୍ସ କର୍ତ୍ତୃପକ୍ଷ । ସିଜିନ୍ -୧୬ର ବିଗ୍ ବସ ବିଜେତା ଘୋଷଣା ହେବା ପୂର୍ବରୁ ଏଥିରେ ପ୍ରତିଯୋଗୀ ସାଜିଥିବା କିଛି ସେଲିବ୍ରିଟିଙ୍କୁ ଫିନାଲେରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ସେଥିମଧ୍ୟରୁ ଅବ୍ଦୁ ହେଉଛନ୍ତି ଅନ୍ୟତମ ପ୍ରତିଯୋଗୀ । ଫିନାଲେରେ ଅବ୍ଦୁ ତାଙ୍କର ଜଲ୍ୱା ଦେଖାଇବେ । ଏଥିରେ ସେ ନୃତ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ନ୍ୟୁୟର୍କରେ ରହୁଥିବା ଅବ୍ଦୁ ପୁଣି ଭାରତ ଆସିଛନ୍ତି । ଖାସ୍କରି ବିଗ୍ ବସ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦେବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।
BREAKING NEWS
- ରାଜ୍ୟ ପାଇଁ ଗର୍ବର ବିଷୟ: ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରି ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଲା ଭୁବନେଶ୍ୱର ବିମାନବନ୍ଦର
- କଟକରେ ପୁଣି ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେ ୩ ନୂଆ ଆକ୍ରାନ୍ତ, ପ୍ରଶାସନର ବଢ଼ିଲା ଚିନ୍ତା
- ବଲାଙ୍ଗୀରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ: ସ୍ୱାମୀ-ସ୍ତ୍ରୀଙ୍କ ସମେତ ୭ ଗିରଫ, ୯ ଯୁବତୀ ଉଦ୍ଧାର
- Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି
- Fertilizer Black-Marketing:ସାର କଳାବଜାର; ୯୬ ଡିଲରଙ୍କ ଲାଇସେନ୍ସ ବାତିଲ,୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
- କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !
- କୋଲ୍ଡ ଡ୍ରିଙ୍କସ୍ରେ କାହିଁକି କମ୍ ଥାଏ ଚିନି?ଜାଣନ୍ତୁ ବ୍ରିଟେନ ଓ ଭାରତର କୋଲ୍ଡ ଡ୍ରିଙ୍କସ୍ ମଧ୍ୟରେ ଥିବା ବଡ଼ ଫରକ
- ରୋହିତ, ସାମୀ ଓ ଭୁବନେଶ୍ୱର କାହିଁକି ନେଉନାହାନ୍ତି ଅବସର?
- ଆଗକୁ ପାର୍ବଣ, ବଜାରରେ ଅନିଶ୍ଚିତତା: ଆମେରିକାର ଆର୍ଥିକ ସ୍ଥିତି ବଦଳାଇବ କି ସୁନା ଦର?
- ରିଲାଏନ୍ସର ନୂଆ ଧମାକା: ଲଞ୍ଚ ହେଲା JioPC କ୍ଲାଉଡ୍ ପ୍ଲାନ୍, ପୁରୁଣା କମ୍ପ୍ୟୁଟର ପାଲଟିବ ସୁପରକମ୍ପ୍ୟୁଟର

Comments are closed.