Latest Odisha News

BREAKING NEWS

ଚର୍ଚ୍ଚାରେ ଆଦର ପୁନାୱାଲା

ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା । କିଛି ଦିନ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କୁ ‘ୱାଇ’କାଟାଗୋରୀ ସୁରକ୍ଷା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସୁରକ୍ଷା ସହ ପୁନାୱାଲାଙ୍କ ପ୍ରତି ବିପଦ ଅଛି କି ନାହିଁ ତାହା ଜଣାପଡିବ । ଭ୍ୟାକସିନ୍ କୋଭିସିଲ୍ଡ ମୂଲ୍ୟକୁ ନେଇ ବହୁ ସମାଲୋଚନା କରାଯାଉଥିବା ବେଳେ କମ୍ପାନୀ ମଧ୍ୟ ନିଜର ପକ୍ଷ ରଖିଛି । ସାରା ବିଶ୍ୱରେ ସବୁଠୁ ଶସ୍ତା ଟିକା ହେଉଛି କୋଭିସିଲ୍ଡ ବୋଲି କହିଛନ୍ତି ପୁନାୱାଲା । ତେବେ ନିଜ କର୍ମମୟ ଜୀବନ ବ୍ୟତୀତ ବ୍ୟକ୍ତିଗତ ଜୀବନ ବେଶ ଚାକ୍ୟଚକ୍ୟ ପୁର୍ଣ୍ଣ । ଆଗକୁ ସେ ବ୍ରିଟେନ୍‌ରେ ମଧ୍ୟ ନିଜର ସ୍ୱପ୍ନ ମହଲ ଗଢିବାର ସ୍ୱପ୍ନ ରଖିଛନ୍ତି..

BjdElectrycity
Leave A Reply

Your email address will not be published.