Latest Odisha News

BREAKING NEWS

ଉନ୍ମୋଚିତ ହେବ ରଶ୍ମି ମିଶ୍ରଙ୍କ “ଅହ୍ୟରାଣୀ “

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ଆନୁକୂଲ୍ୟରେ ଗାଳ୍ପିକା ରଶ୍ମି ମିଶ୍ରଙ୍କର ପ୍ରଥମ ସଙ୍କଳନ “ଅହ୍ୟରାଣୀ” ସ୍ଥାନୀୟ ଏକ ଘରୋଇ ହୋଟେଲରେ ନଭେମ୍ୱର ୭ରେ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ତଥା ସମ୍ପାଦକ ଗୌରହରି ଦାସ , ସାହିତ୍ୟିକ ବିଜୟ ନାୟକ , ଗାଳ୍ପିକା ହୀରଣ୍ମୟୀ ମିଶ୍ର , ଅଜୟ ମିଶ୍ର , ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ଏବଂ ଗାଳ୍ପିକା ରଶ୍ମି ମିଶ୍ର ଯୋଗ ଦେବେ ବୋଲି ପ୍ରକାଶନୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.