ମୁମ୍ବାଇ: ‘ଗୁଡ୍ ନୁ୍ୟଜ୍’ ଏବଂ ‘ସୂର୍ଯ୍ୟବଂଶୀ’ ପରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଆଉ ନୂଆ ପ୍ରୋଜେକ୍ଟର ନାଁ ସାମ୍ନାକୁ ଆସିଛି । ଅଲ୍ ଇଣ୍ଡିଆ ଆଂଟି ଟେରରିଷ୍ଟ ଫ୍ରଣ୍ଟ (ଏଆଇଏଟିଏଫ) ଚେୟାରମ୍ୟାନ୍ ମନମିନ୍ଦର ସିଂହ ବିଟ୍ଟାଙ୍କ ବାୟୋପିକ୍ରେ ନଜର ଆସିବେ ଅକ୍ଷୟ କୁମାର । ଏନେଇ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ମୁତାବକ, ରିଲାଆଏନ୍ସ ଏଂଟରଟେନ୍ମେଂଟ ଖୁବଶୀଘ୍ର ଏଆଇଏଟିଏଫ ଚେୟାରମ୍ୟାନ୍ ମନମିନ୍ଦର ସିଂହ ବିଟ୍ଟାଙ୍କ ଉପରେ ବାୟୋପିକ ତିଆରି କରିବା ନେଇ ଘୋଷଣା କରିଛି । ତେବେ ଏହି ଫିଲ୍ମର ଲିଡ୍ ରୋଲ ପାଇଁ ଅକ୍ଷୟ କୁମାରଙ୍କ ପ୍ରଥମ ପ୍ରସନ୍ଦ ରହିଛନ୍ତି । ଯଦି ସବୁ କିଛି ଠିକ୍ ରୁହେ ତେବେ ଅକ୍ଷୟଙ୍କୁ ମନମିନ୍ଦର ସିଂହ ବିଟ୍ଟାଙ୍କ ଭୂମିକାରେ ଦେଖିବାକୁ ମିଳିବ ।
BREAKING NEWS
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
Comments are closed.