Latest Odisha News

BREAKING NEWS

ଦେଖନ୍ତୁ, ଆକାଶମାର୍ଗରୁ ବାତ୍ୟା ଫନିର ଭୟାନକ ଚିତ୍ର…

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନିର ଦୃଶ୍ୟ ଏଯାଏଁ ମନରୁ ଲିଭିନାହିଁ । କିଛି ଘଣ୍ଟାର ତାଣ୍ଡବ ଲୀଳା ରଚିଥିଲା ଫନି, ମାତ୍ର ଏଯାଏଁ ସେହି ବାତ୍ୟାର ବିଭତ୍ସ ରୂପ ମନରେ ଭୟ ସଞ୍ଚାର କରୁଛି ।

ଏହି ବାତ୍ୟା ପ୍ରଭାବରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ ଆଦି ସହର ଏବଂ ଏହାର ଆଖପାଖ ଗ୍ରାମାଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଏହି ବାତ୍ୟା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼ ଆଦି ଜିଲ୍ଲାମାନଙ୍କରେ ତାହାର ତାଣ୍ଡବଲୀଳା ରଚିଥିଲା । ଆକାଶ ମାର୍ଗରୁ ଭାରତୀୟ ବାୟୁସେନା ପକ୍ଷରୁ ବାତ୍ୟା ପରବର୍ତ୍ତୀ ଚିତ୍ର ଉତ୍ତୋଳନ କରାଯାଇପାରିଛି ।

Leave A Reply

Your email address will not be published.