କଟକ: ଲାଂଚ ନେବା ପଡ଼ିଲା ମହଙ୍ଗା । ଭିଜିଲାନ୍ସ ହାତରେ ଧରାପଡ଼ିଲେ କଟକ ଭଦ୍ରେଶ୍ବର ଥାନା ଏଏସଆଇ ଆଲୋକ ଷଡ଼ଙ୍ଗୀ । ଥାନା ପରିସରରେ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏକ ମାମଲାର ଦଫା କୋହଳ ପାଇଁ ଏଏସଆଇ ଆଲୋକ ଲାଞ୍ଚ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲାଂଚ ନେଉଥିବା ଟଙ୍କା ସହ ଆଲୋକଙ୍କୁ ଧରିଛି ଭିଜିଲାନ୍ସ । ଅଭିଯୁକ୍ତ ଏଏସଆଇ ବିରୋଧରେ ଏବେ ତଦନ୍ତ ଚାଲିଛି । ଏଏସଆଇ ଆଲୋକ ଷଡ଼ଙ୍ଗୀ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।
BREAKING NEWS
- ଉଦ୍ଧବ ଠାକ୍ରେଙ୍କୁ ବଡ଼ ଝଟ୍କା: ଏକନାଥ ଶିନ୍ଦେଙ୍କୁ ସମର୍ଥନ ଘୋଷଣା କଲେ ୬ ସାଂସଦ
- ୯୫ ବର୍ଷୀୟା ମା’ଙ୍କୁ ଜଙ୍ଗଲରେ ଛାଡିଦେଲା କଳିଯୁଗ ପୁଅ
- ଐତିହାସିକ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଭାରତର ଅର୍ଥନୀତିକୁ କଣ ମିଳିବ ଲାଭ?
- ଜୁନ୍ ୧୮ରୁ ଖୋଲିବ ସ୍କୁଲ୍, ମୌସୁମୀ ଆଗମନରେ ଆଶ୍ୱସ୍ତି ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା
- ୪ଟି ନୂଆ ଟିପି ସ୍କିମ୍ ଘୋଷଣା କଲା ବିଡିଏ
- ହାତୀ ଦାନ କଲେ ଇତିହାସରେ ରହିବ ନାମ: ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସେନାର ସ୍ୱତନ୍ତ୍ର ଅନୁରୋଧ
- ସ୍କୁଲ ବହି ଭୁଲ୍ ପ୍ରସଙ୍ଗ: ସାମ୍ନାକୁ ଆସିଲା ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିବା ହାଇପ୍ରୋଫାଇଲ୍ କମିଟି ତାଲିକା; ଏତେ ବିଶେଷଜ୍ଞ ଥାଇ ବି କେମିତି ରହିଲା ସାଙ୍ଘାତିକ ତ୍ରୁଟି?
- PM SVANidhi:ପିଏମ୍ ସ୍ୱନିଧି ଯୋଜନା; ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ସରକାର
- ୨୦ ତାରିଖ ଯାଏ ସୁବର୍ଣ୍ଣପୁରରେ ସ୍କୁଲ ଛୁଟି
- ଭତ୍ତା ସମସ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ ସୂଚନା..

Comments are closed.