ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ପ୍ରମିଳା ବିଶୋୟୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ୨୦୪୭୦୭ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ପ୍ରମିଳା ବିଶୋୟୀ ସମୁଦାୟ ୫୫୨୭୪୯ ଭୋଟ୍ ପାଇଥିବାବେଳେ ଅନିତା ଶୁଭଦର୍ଶିନୀଙ୍କୁ ମିଳିଛି ୩୪୮୦୪୨ଟି ଭୋଟ୍ । ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ୫୯୯୭୮ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- କାହିଁକି ରାଜ୍ୟରେ ବଢୁଛି ବିଜୁଳି ଦର? ଗୁମର ଖୋଲିଲ ପଞ୍ଚାନନ କାନୁନଗୋ
- ରାହୁଲଙ୍କ ‘ରାଫେଲ ଡିଲ୍’ ଫେଲ୍, ୨୦୨୪ରେ ସ୍ୱପ୍ନ ପୂରଣ କରିବ କି ‘ଆଦାନୀ ପ୍ରସଙ୍ଗ’?
- ବିଏମସି ସ୍ମାର୍ଟ ସିଟି ଲିମିଟେଡ୍ ପାଇଲା ନୂଆ ଅଫିସ
- ଗୋପ ମାଟିତଳୁ ତେଲ ବାହାର କରିବାକୁ ଲାଗିଲା ରିଗ୍ ମେସିନ୍
- ‘ହେପାଜତରେ ଥିବା ବେଳେ ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ’
- ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ଆସିନି: ଆଇନ୍ ମନ୍ତ୍ରୀ
- ବୟସ ୩୯, ସନ୍ତାନ ୩୮
- ବିହାର ଝିଅକୁ ବିବାହ କରି ଠକି ଦେଲା ବାଲେଶ୍ବର ପୁଅ!
- ଝାରସୁଗୁଡାରେ ପୋଲିସ ଡିଜି ଓ ଜଷ୍ଟିସ ଜେ.ପି ଦାସ
- JEE ମେନରେ ସାଇ ଇଣ୍ଟରାନ୍ୟାସନାଲ୍ ସ୍କୁଲର ନୂଆ ରେକର୍ଡ