Latest Odisha News

BREAKING NEWS

ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା: କୋରାପୁଟ ଓ ନବରଙ୍ଗପୁର ସବୁଠୁ ଅଧିକ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ଘେରିଲେ ବିରୋଧୀ: ଦେଶବ୍ୟାପୀ ପ୍ରଦର୍ଶନ ସହ ହାଇକୋର୍ଟରେ ମାମଲା ଦାୟର

ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀ ଏବଂ ନିର୍ବାଚନ ଆୟୋଗରେ ଥିବା ଆଭ୍ୟନ୍ତରୀଣ ମତଭେଦକୁ ନେଇ ଜାତୀୟ ରାଜନୀତି ଏବେ ସରଗରମ ହୋଇପାରିଛି । ବିଶେଷ କରି ଏସଆଇଆର ଏବଂ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଆକ୍ରମଣାତ୍ମକ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧାବସ୍ଥା ସତ୍ତ୍ୱେ ଖସିଲା ଅଶୋଧିତ ତୈଳ ଦର: ଶସ୍ତା ହେବ କି ପେଟ୍ରୋଲ-ଡିଜେଲ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଘନ ଘନ ଆକ୍ରମଣ ମଧ୍ୟରେ ବିଶ୍ୱ ତୈଳ ବଜାରରୁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ସାଉଦି ଆରବର ତୈଳ ଭିତ୍ତିଭୂମି ଉପରେ ହୁତୀ ବିଦ୍ରୋହୀଙ୍କ ଆକ୍ରମଣ ନିବେଶକଙ୍କ ଚିନ୍ତା ବଢ଼ାଇଥିବା ବେଳେ, ଅନ୍ୟପଟେ ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ…

ଘଣ୍ଟାପ୍ରତି ୪୦ କିମି ବେଗରେ ଝଟକା ପବନ ସହ ବର୍ଷା ଆଶଙ୍କା: ରାଜଧାନୀ ଭୁବନେଶ୍ୱର ଓ କଟକ ସହ ୨୪ ଜିଲ୍ଲାକୁ ସତର୍କ କଲା…

ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିବାରେ ଲାଗିଛି ପାଣିପାଗର ମିଜାଜ। ଆଜି ସକାଳେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପାଣିପାଗ ସତର୍କତା ସୂଚନା ଜାରି କରାଯାଇଛି। ସକାଳ ପ୍ରାୟ ୭ଟା ୫ ମିନିଟରେ ଜାରି ହୋଇଥିବା ଏହି ସୂଚନା ଅନୁସାରେ, ଆଗାମୀ ତିନି ଘଣ୍ଟା ମଧ୍ୟରେ ରାଜ୍ୟର…

ୟୁପିଆଇ ବନାମ କାର୍ଡ ପେମେଣ୍ଟ: ନୂଆ ଚାର୍ଜ ଲାଗିଲେ ବି ୟୁପିଆଇ ହେବ ସବୁଠୁ ଶସ୍ତା ବିକଳ୍ପ

ନୂଆଦିଲ୍ହୀ: ଦେଶରେ ଡିଜିଟାଲ୍ ଦେଣନେଣ ପାଇଁ ସବୁଠାରୁ ଲୋକପ୍ରିୟ ମାଧ୍ୟମ ପାଲଟିଛି ୟୁନିଫାଇଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ । ତେବେ ଆସନ୍ତା ଅକ୍ଟୋବର ୧୫ ତାରିଖ ୨୦୨୬ରୁ ୟୁପିଆଇ ପେମେଣ୍ଟ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍…

‘ଦୋଷୀ ସାରା ଜୀବନ ଜେଲରେ ରହିବେ’- ଏପରି ଦଣ୍ଡ ଶୁଣାଇବାର କ୍ଷମତା ଟ୍ରାଏଲ୍ କୋର୍ଟଙ୍କର ନାହିଁ:…

ନୂଆଦିଲ୍ଲୀ: ଆଜୀବନ କାରାଦଣ୍ଡ ନିୟମକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, କୌଣସି ହତ୍ୟା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସମୟରେ, ସେସନ୍ସ କୋର୍ଟ ବା ଟ୍ରାଏଲ୍…

ଉଛୁଳୁଛି ବୈତରଣୀ ଓ ଜଳକା ନଦୀ: ଆଖୁଆପଦା ଏବଂ ମଥାନୀରେ ବିପଦ ସଙ୍କେତ ଟପିଲା ବନ୍ୟା ଜଳ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଏବଂ ଉପରମୁଣ୍ଡରେ ଲଗାତାର ଜଳସ୍ତର ବୃଦ୍ଧି କାରଣରୁ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଏବଂ ଜଳକାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ…

ଓଲା, ଉବେରକୁ ଟକ୍କର ଦେବ ସ୍ୱଦେଶୀ ଆପ୍: ରାଜ୍ୟରେ ଶସ୍ତା ଓ ସୁରକ୍ଷିତ ଯାତ୍ରା ଯୋଗାଇବ ‘ଭାରତ…

ଭୁବନେଶ୍ୱର: ରାଜ୍ୟରେ ଏବେ ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଏକଚାଟିଆ କାରବାର ଓ ମନମାନିକୁ ରୋକିବା ପାଇଁ ଏକ ନୂଆ ବିକଳ୍ପ ସାମ୍ନାକୁ ଆସିବାକୁ ଯାଉଛି । ଖୁବଶୀଘ୍ର ଓଡ଼ିଶାର ରାସ୍ତାରେ ନୂତନ ‘ଭାରତ ଟ୍ୟାକ୍ସି’ ସେବା ଆରମ୍ଭ ହେବ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ…

ପିଆଜ, ଶାଗ ଓ ମୂଳାରେ ମିଳିଲା ବିପଜ୍ଜନକ ଧାତୁ: ବୈଜ୍ଞାନିକଙ୍କ ଚେତାବନୀ, ବଢ଼ିପାରେ କର୍କଟ ରୋଗର ବିପଦ

ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ଆମେ ପ୍ରତିଦିନ ଖାଦ୍ୟରେ ସତେଜ ପନିପରିବାକୁ ସାମିଲ କରିଥାଉ । କିନ୍ତୁ ଆମେ ଖାଉଥିବା ଏହି ସବୁଜ ପନିପରିବା ପ୍ରକୃତରେ ସୁରକ୍ଷିତ ତ? ଏମିତି ଏକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଏଲସେଭିୟର ପବ୍ଲିକେସନ୍ସର ପ୍ରସିଦ୍ଧ ପତ୍ରିକା ‘ଏନର୍ଜି…

ରାଜ୍ୟରେ ମହିଳା ଅସୁରକ୍ଷିତ, ନିରବ କାହିଁକି ସରକାର? ନବୀନଙ୍କ ନିର୍ଦ୍ଦେଶରେ କପିଳାସ ଯିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

କପିଳାସ: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ନିକଟରେ ଜଣେ ଯୁବତୀ ଏବଂ ଯୁବକଙ୍କୁ ଅସଦାଚରଣ ତଥା ଆକ୍ରମଣ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ଆଣି ଗୃହ ବିଭାଗ…