Latest Odisha News

BREAKING NEWS

କୋଭିଡ୍‌ଠାରୁ କେତେ ଭୟଙ୍କର ହାନ୍ତାଭାଇରସ୍? ଜାଣନ୍ତୁ କିଭଳି ବ୍ୟାପେ ଏହି ସଂକ୍ରମଣ ଓ କ’ଣ କହୁଛି WHO

ନୂଆଦିଲ୍ଲୀ/ଜେନେଭା: କୋଭିଡ୍ ମହାମାରୀର ଭୟାବହତା ପରେ ଏବେ ହାନ୍ତାଭାଇରସ୍ (Hantavirus) କୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ ହୋଇଛି। ଏକ ବିଳାସପୂର୍ଣ୍ଣ କ୍ରୁଜ୍ ସିପ୍‌ରେ ସଂକ୍ରମଣ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛି।…

ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ଦୁଷ୍କର୍ମ ନୁହେଁ, ଫିଡ୍‌ସ ମାରିବାରୁ ଘଟିଥିଲା ଅଘଟଣ’, ସାଙ୍ଗ…

ବାଲିଅନ୍ତା/ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳରେ ଯୁବକ ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ ସୌମ୍ୟରଞ୍ଜନଙ୍କ ସହ ଉପସ୍ଥିତ ଥିବା ତାଙ୍କ ସାଙ୍ଗ ଓମ୍ ଏହି ପୂରା ମାମଲା ଉପରୁ ପରଦା ହଟାଇଛନ୍ତି। ଓମ୍‌ଙ୍କ…

ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗ: ମୋହନ ମାଝୀଙ୍କ ପରେ ଆଉ ଜଣେ ‘ଗୁରୁଜୀ’ ହେବେ ମନ୍ତ୍ରୀ

କଲିକତା/ଭୁବନେଶ୍ୱର: ରାଜନୀତିରେ ବେଳେବେଳେ ଏମିତି କିଛି ସଂଯୋଗ ଘଟେ ଯାହା ସମସ୍ତଙ୍କୁ ଚକିତ କରିଦିଏ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମୋହନ ଚରଣ ମାଝୀ ଦିନେ କେନ୍ଦୁଝରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜଣେ ସାଧାରଣ ଗୁରୁଜୀ ଭାବେ ଶିକ୍ଷାଦାନ କରୁଥିଲେ। ତାଙ୍କର ସରଳ…

ଓଡ଼ିଶା ଉପକୂଳରେ ଭାରତର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ‘ତାରା’ର ସଫଳ ପରୀକ୍ଷଣ: ଶତ୍ରୁପକ୍ଷକୁ ମାତ୍ ଦେବାକୁ…

ଚାନ୍ଦିପୁର/ଭୁବନେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ବାୟୁସେନା (IAF) ମିଳିତ ଭାବେ ଓଡ଼ିଶା ଉପକୂଳରେ ‘ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ୍ ଅଗମେଣ୍ଟେସନ୍’ ବା ‘ତାରା’ (TARA) ନାମକ ଏକ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏହା…

‘ଦୁର୍ନୀତି ବିରୋଧରେ ଲଢ଼େଇ ଏବଂ ଆର.ଜି କର ମାମଲାର ତଦନ୍ତ ମୁଖ୍ୟ ଏଜେଣ୍ଡା’

​କୋଲକାତା: ପଶ୍ଚିମବଙ୍ଗରେ ୧୫ ବର୍ଷର ତୃଣମୂଳ କଂଗ୍ରେସ (TMC) ଶାସନର ଅନ୍ତ ଘଟାଇ ବିଜେପି ଏକ ଐତିହାସିକ ବିଜୟ ହାସଲ କରିଛି । ଶୁକ୍ରବାର ଦିନ କୋଲକାତାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । କେନ୍ଦ୍ର…

ତାମିଲନାଡୁରେ ସରକାର ଗଠନ ବିବାଦ: ସୁପ୍ରିମକୋର୍ଟରେ ବିଜୟଙ୍କ ଦଳ

ନୂଆଦିଲ୍ଲୀ/ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ସରକାର ଗଠନକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଭିନେତା ବିଜୟଙ୍କ ନୂତନ ଦଳ ତାମିଲଗା ଭେଟ୍ରି କାଝାଗମ୍ (TVK) ର ଜଣେ ସଦସ୍ୟା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାମିଲନାଡୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ପାଣିପାଗ ବିଭାଗ କଣ କହିଲା ବାତ୍ୟା ଆକଳନକୁ ନେଇ?

ଭୁବନେଶ୍ୱର/ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ (Cyclonic Circulation) ସୃଷ୍ଟି ହୋଇଛି। ଏହି ସିଷ୍ଟମ୍ ବାୟୁମଣ୍ଡଳର ୧.୫…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଗର୍ଜିଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ଆଜି ରାଜଧାନୀରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶହ ଶହ ସଂଖ୍ୟାରେ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ…

ବାଲିଅନ୍ତା ହତ୍ୟାକାଣ୍ଡ: ରାସ୍ତାରୋକ କଲେ ସୌମ୍ୟରଞ୍ଜନଙ୍କ ପରିବାର, ଜିମ୍ ଟଙ୍କାକୁ ନେଇ ପୂର୍ବ ଶତ୍ରୁତାରୁ ହତ୍ୟା…

ବାଲିଅନ୍ତା/ଭୁବନେଶ୍ୱର: ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ମୃତ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ମୃତ…

“ଯଦି ସ୍ଥାନୀୟ ଲୋକେ ଆସିନଥାନ୍ତେ, ତେବେ ଆମେ ବଞ୍ଚିନଥାନ୍ତୁ”: ବାଲିଅନ୍ତା ଘଟଣାରେ ପୀଡ଼ିତାଙ୍କ ବୟାନ

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଏବେ ପୀଡ଼ିତା ମହିଳାମାନେ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସେଦିନ ସ୍ଥାନୀୟ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିନଥାନ୍ତେ, ତେବେ ସେମାନେ ଆଜି ଜୀବିତ…