Latest Odisha News

BREAKING NEWS

ବାହା ବେଦୀରେ ବଦଳିଗଲା ବରର ମନ: କନିଆଁକୁ ଛାଡ଼ି ମଣ୍ଡପରୁ ଚମ୍ପଟ ମାରିଲା ବର, ତଦନ୍ତ ଆରମ୍ଭ

ବାଲେଶ୍ୱର: ବାହାଘର ମଣ୍ଡପରେ ହଠାତ୍‌ ବଦଳିଗଲା ବରର ମନ। ଅଧା ବାଟରେ ଅଟକିଗଲା ବିବାହ କାର୍ଯ୍ୟ। କନିଆଁକୁ ବେଦୀରେ ଛାଡ଼ି ଛୁ’ ମାରିଲା ବର। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ଅଧାରୁ ବର ପଳାଇବା…

ଟ୍ରମ୍ପଙ୍କୁ ବଡ଼ ଝଟକା: ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବାକୁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ଆମେରିକୀୟ ସଂସଦର ନିମ୍ନ ସଦନ ବା 'ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ'ରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ କ୍ଷମତା ପ୍ରସ୍ତାବ (War…

ଦିଲ୍ଲୀ ପରେ ବିହାରରେ ଅଗ୍ନିକାଣ୍ଡ: ମୁଜାଫରପୁର ପ୍ରସାଦ ହସ୍ପିଟାଲ୍ ଆଇସିୟୁରେ ଭୟାବହ ନିଆଁ, ଅନେକ ରୋଗୀ ମୃତ

ମୁଜାଫରପୁର: ଦିଲ୍ଲୀର ମାଲବୀୟ ନଗରରେ ଏକ ହୋଟେଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡର ଠିକ୍ ଗୋଟିଏ ଦିନ ପରେ ବିହାରରୁ ଆଉ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ବିହାରର ମୁଜାଫରପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁରା ଅଞ୍ଚଳରେ ଥିବା 'ପ୍ରସାଦ ହସ୍ପିଟାଲ'ର ଆଇସିୟୁ (ICU) ୱାର୍ଡରେ ଗୁରୁବାର…

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ: NHRCର ତୃତୀୟ ଦିନର ତଦନ୍ତ, ଓମ୍ ଓ ପୀଡ଼ିତାଙ୍କୁ ମାରାଥନ୍ ଜେରା

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜାତୀୟ ମାନବିକ ଅଧିକାର କମିଶନ ପକ୍ଷରୁ ଖୋଳତାଡ଼ ଜୋରଦାର ହୋଇଛି। ବୁଧବାର ଏହି ମାମଲାରେ NHRC ଟିମ୍‌ର ତୃତୀୟ ଦିନର ତଦନ୍ତ ଶେଷ ହୋଇଥିବା ବେଳେ ଘଟଣାର ପ୍ରମୁଖ ସାକ୍ଷୀମାନଙ୍କୁ ମାରାଥନ୍ ଜେରା କରାଯାଇଛି। …

ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନ ସେବା: କାର୍ଯ୍ୟକ୍ଷମ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦରର ତୃତୀୟ ଟର୍ମିନାଲ

ଭୁବନେଶ୍ୱର: ରାଜ୍ୟର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସୁଧାର ଆସିବାକୁ ଯାଉଛି। ଖୁବଶୀଘ୍ର ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା ଆରମ୍ଭ ହେବ। ଏଥିସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଏୟାର ଟର୍ମିନାଲକୁ ମଧ୍ୟ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ।…

ଯାଜପୁରରେ ଗୋଷ୍ଠୀ ସଂଘର୍ଷ: ଭାଗବତ ଟୁଙ୍ଗି ନିର୍ମାଣକୁ ନେଇ ବୋମାମାଡ଼, ୬ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ବୁଲାକିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଭାଗବତ ଟୁଙ୍ଗି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷ ସମୟରେ ବୋମାମାଡ଼ ସାଙ୍ଗକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି, ଯେଉଁଥିରେ ୬ ଜଣରୁ ଅଧିକ…

ମାଜୁଲି ଦ୍ୱୀପରୁ ମିଳିଲା ୪୦୦୦ ବର୍ଷର ଜଳବାୟୁ ଇତିହାସ: ବନ୍ୟା ମୁକାବିଲା ପାଇଁ ମିଳିବ ଗୁରୁତ୍ୱପୂର୍ଣ୍ଣ ସୂଚନା

ଗୌହାଟି: ଆସାମର ବ୍ରହ୍ମପୁତ୍ର ନଦୀରେ ଥିବା ବିଶ୍ୱର ସର୍ବବୃହତ୍ ନଦୀ ଦ୍ୱୀପ ମାଜୁଲିକୁ ନେଇ ଏକ ବଡ଼ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ ଏହି ଦ୍ୱୀପର ଅଧ୍ୟୟନ କରି ପ୍ରାୟ ଚାରି ହଜାର ବର୍ଷର ପୁରୁଣା ଜଳବାୟୁ ଇତିହାସର ଗବେଷଣା କରିଛନ୍ତି। ଆଗାମୀ ଦିନରେ ବନ୍ୟା ପରିଚାଳନା…

ୟୁରୋପୀୟ ସଂଘ ଉପରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତ: ଶେହବାଜ ଓ ସେନା ମୁଖ୍ୟଙ୍କୁ ପ୍ରଶଂସା, ଭାରତ ସହ ବାଣିଜ୍ୟ ଚୁକ୍ତି…

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁରୋପୀୟ ସଂଘର ଉପରାଷ୍ଟ୍ରପତି ତଥା ବୈଦେଶିକ ବ୍ୟାପାର ପ୍ରତିନିଧି କାଜା କଲ୍ଲାସ ପାକିସ୍ତାନ ଗସ୍ତରେ ଯାଇ ସେଠାକାର ନେତାଙ୍କୁ ଭୂୟସୀ…

କାଳବୈଶାଖୀ ସତର୍କତା: ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ପାଣିପାଗର ମିଜାଜ ବଦଳିବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଏବେ କାଳବୈଶାଖୀର ଭୟ ଦେଖାଦେଇଛି। ଆଗାମୀ କିଛି ଦିନ ପାଇଁ ଓଡ଼ିଶାର ଏକାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ ଝଡ଼ପବନ ହେବାର ସମ୍ଭାବନା ରହିଛି। ଏ…

ୟୁଟ୍ୟୁବରେ ଆଉ ଚାଲିବନି ଏଆଇର ଖେଳ: ନକଲି ଭିଡିଓକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରିବ ପ୍ଲାଟଫର୍ମ

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁରୋପୀୟ ସଂଘର ଉପରାଷ୍ଟ୍ରପତି ତଥା ବୈଦେଶିକ ବ୍ୟାପାର ପ୍ରତିନିଧି କାଜା କଲ୍ଲାସ ପାକିସ୍ତାନ ଗସ୍ତରେ ଯାଇ ସେଠାକାର ନେତାଙ୍କୁ ଭୂୟସୀ…