ଥାର୍ଡ ଡିଗ୍ରୀ ଅଭିଯୋଗରେ ଆକ୍ସନ୍; ପଟ୍ଟାମୁଣ୍ଡାଇ ଏକ୍ସସାଇଜ OICଙ୍କ ବଦଳି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ଘଟଣାରେ ବିଭାଗୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପଟ୍ଟାମୁଣ୍ଡାଇ ଏକ୍ସସାଇଜ ଷ୍ଟେସନର OIC ଛାୟାକାନ୍ତ ନାୟକଙ୍କୁ ଜିଲ୍ଲା…