Latest Odisha News

BREAKING NEWS

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ: ପାସ୍ ହାର ୯୫.୩୩%, ସଫଳତାରେ ଗଜପତି ଆଗରେ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ଆନୁଷ୍ଠାନିକ ଭାବେ ଘୋଷିତ ହୋଇଯାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହେବା ସହ ଛାତ୍ରଛାତ୍ରୀଙ୍କ…

ମେଟ୍ରୋ କାମ ବନ୍ଦ ହୋଇନାହିଁ, ନୂଆ ରୂପରେ ଆସିବ : ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ଏକ ବଡ଼ ଏବଂ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମେଟ୍ରୋ ଏବେ କେବଳ ଏକ ପରିବହନ ମାଧ୍ୟମ ହୋଇ ରହିବ ନାହିଁ, ବରଂ ଏହାକୁ ଏକ 'ଫ୍ୟୁଚରିଷ୍ଟିକ୍' ବା…

ବଢ଼ିଲା କମର୍ସିଆଲ ଗ୍ୟାସ ଦର: ଏବେ ମହଙ୍ଗା ହେବ ବାହାଘର ଭୋଜି, ପ୍ଲେଟ୍ ପିଛା ଗଣିବାକୁ ପଡ଼ିବ ଅଧିକ ୧୦୦ ଟଙ୍କା

ଭୁବନେଶ୍ୱର: ଆଗକୁ ବିବାହ ଋତୁ ଆସୁଥିବା ବେଳେ ସାଧାରଣ ଖାଉଟିଙ୍କ ପକେଟ୍‌ ଉପରେ ପଡ଼ିବାକୁ ଯାଉଛି ବଡ଼ ପ୍ରଭାବ। ବାରମ୍ବାର କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ଏବେ କ୍ୟାଟ୍ରିଂ ଇଣ୍ଡଷ୍ଟ୍ରି ଚିନ୍ତାରେ। ଗ୍ୟାସ ଦର ବଢ଼ିବା ଫଳରେ ଏହାର ସିଧାସଳଖ ପ୍ରଭାବ ଭୋଜିର ମୂଲ୍ୟ ଉପରେ ପଡ଼ିବ।…

ମହିଳା ସଂରକ୍ଷଣ ଉପରେ ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇବ ବିଜେଡି, ୧୦ରୁ ଆରମ୍ଭ ହେବ ‘ନାରୀ ଅଧିକାର…

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ୱତନ୍ତ୍ର ଅଧିବେଶନରେ 'ନାରୀଶକ୍ତି ବନ୍ଦନ ଅଧିନିୟମ' ଉପରେ ସଂକଳ୍ପ ପାରିତ ହେବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ବିଧାନସଭା ଭିତରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲାଗି ରହିଥିବା ମାରାଥନ୍ ଆଲୋଚନାର ପ୍ରଭାବ ଏବେ ରାଜରାସ୍ତାକୁ…

ଟ୍ରମ୍ପଙ୍କ ଅଫରକୁ ଇରାନର ସିଧାସଳଖ ପ୍ରତ୍ୟାଖ୍ୟାନ: “ଯୁଦ୍ଧ ନାମରେ ହେଉଥିବା ବ୍ଲାକମେଲ୍ ଆଗରେ ଆମେ ମୁଣ୍ଡ…

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବେ ଏକ ନୂଆ ମୋଡ଼ ନେଇଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆସିଥିବା ଏକ ପ୍ରସ୍ତାବକୁ ଇରାନ ସିଧାସଳଖ ଏବଂ କଡ଼ା ଭାଷାରେ ପ୍ରତ୍ୟାଖ୍ୟାନ କରିଛି। ଇରାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ ବଘାଇ ଏକ ସାମ୍ବାଦିକ…

ଆମେରିକା ରାଜନୀତିରେ ବଡ଼ ହଲଚଲ: ଇରାନ ଯୁଦ୍ଧ ନେଇ ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଇରାନ ବିରୋଧରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ଯୁଦ୍ଧ ଲଢ଼ିବାକୁ ନେଇ ସେ ଆମେରିକୀୟ ସଂସଦ ବା 'କଂଗ୍ରେସ'ର ଅନୁମୋଦନ ହାସଲ କରିବାରେ ଏଯାଏଁ ବିଫଳ ହୋଇଛନ୍ତି। ସବୁଠାରୁ ବଡ଼ ଚିନ୍ତାର ବିଷୟ…

କୋଲକାତାରେ ହାଇ-ଭୋଲଟେଜ୍ ଡ୍ରାମା: କାହିଁକି ସିଧାସଳଖ ଷ୍ଟ୍ରଙ୍ଗରୁମ୍ ଗଲେ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ ପୁରା ଘଟଣା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ପାଖେଇ ଆସୁଥିବା ବେଳେ ରାଜ୍ୟ ରାଜନୀତିରେ ଉଷ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇଭିଏମ୍ ଟ୍ୟାମ୍ପରିଂ ବା ହେରଫେର ହେଉଥିବା ନେଇ ତୃଣମୂଳ କଂଗ୍ରେସର ସାଂଘାତିକ ଅଭିଯୋଗ ପରେ କୋଲକାତାରେ ଏକ ବଡ଼ ଧରଣର ହାଇ-ଭୋଲଟେଜ୍ ଡ୍ରାମା…

ବୋଟ୍ ବୁଡ଼ିର କରୁଣ ଚିତ୍ର: ମୃତ୍ୟୁ ବି ଛଡ଼େଇ ପାରିଲାନି ମାଆର କୋଳ, ଲୁହା କାଟି ଶବ ବାହାର କଲେ

ଜବଲପୁର: ମଧ୍ୟପ୍ରଦେଶ ଜବଲପୁରର ବରଗି ଡ୍ୟାମ୍‌ରେ ଘଟିଥିବା ବୋଟ୍ ଦୁର୍ଘଟଣା ଏବେ କେବଳ ଏକ ଦୁର୍ଘଟଣା ହୋଇ ରହିନାହିଁ, ବରଂ ଏକ ହୃଦୟବିଦାରକ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏପରି ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଶୁଣିଲେ ବା ଦେଖିଲେ ଯେକେହି ବି କାନ୍ଦିପକାଇବ। ଶୁକ୍ରବାର ଦିନ…

ବଜ୍ରପାତ ନେଲା ଭୟଙ୍କର ରୂପ! ଛାତ ଉଡ଼ିଗଲା, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜୀବନ ବିକଳରେ ଦୌଡ଼ିଲେ ଲୋକେ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ନୀଳାଦ୍ରି ବିହାର ସ୍ଥିତ ସୋମନାଥ ବସ୍ତିରେ ଏକ ଘର ଉପରେ ହଠାତ୍ ବଜ୍ରପାତ ହେବାରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଗୁରୁତର ଭାବେ ପୋଡ଼ି…

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ: ମହିଳା ସଂରକ୍ଷଣ ପ୍ରସଙ୍ଗରେ ୧୦ ଘଣ୍ଟାର ମାରାଥନ୍ ଆଲୋଚନା, ବିରୋଧୀଙ୍କୁ…

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା ସହ ଶେଷ ହୋଇଛି। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଏବଂ ସଶକ୍ତୀକରଣ ପ୍ରସଙ୍ଗକୁ ନେଇ ଗୃହରେ ଏକ ମାରାଥନ୍ ଆଲୋଚନା ଦେଖିବାକୁ ମିଳିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ରାତି…