Trump Home: କୋଟି କୋଟି ଟଙ୍କାରେ ବିକ୍ରି ହେଲା ଟ୍ରମ୍ପଙ୍କ ପିଲାଦିନର ଘର, ଜାଣନ୍ତୁ ଏହାର ବିଶେଷତ୍ୱ
ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପିଲାଦିନର ଘର ଏବେ ପୁଣିଥରେ ନୂଆ ମାଲିକଙ୍କ ହାତକୁ ଯାଇଛି । ନ୍ୟୁୟର୍କ ସହରର କ୍ୱିନ୍ସ ଅଞ୍ଚଳରେ ଥିବା ଏହି ଐତିହାସିକ 'ଟ୍ୟୁଡର-ଷ୍ଟାଇଲ୍' ଘରଟି ନିକଟରେ ପ୍ରାୟ ୧୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଗତ କିଛି ବର୍ଷ ଧରି ଅବହେଳିତ…