Latest Odisha News

BREAKING NEWS

Pm Modi Classmate Seeks Justice: ପ୍ରଧାନମନ୍ତ୍ରୀଙ୍କ କ୍ଲାସମେଟ୍ ମାଗୁଛନ୍ତି ନ୍ୟାୟ: ମୀରା ରୋଡ୍ ଜମି ବିବାଦରେ…

ମୁମ୍ବାଇ: ୮୧ ବର୍ଷ ବୟସରେ ନ୍ୟାୟ ପାଇଁ କୋହଭରା ନିବେଦନ କରୁଛନ୍ତି ଜଣେ ବୃଦ୍ଧ । ଜମି ବିବାଦରେ ଛନ୍ଦି ହୋଇ ସେ ଏବେ ସିଧାସଳଖ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ, ଏହି ବୃଦ୍ଧ ଜଣକ ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

BRICS Summit 2026: ଡିସେମ୍ବରରେ ଏକାଠି ହୋଇପାରନ୍ତି ମୋଦୀ, ପୁଟିନ୍, ଜିନପିଙ୍ଗ୍ ଓ ଟ୍ରମ୍ପ: ଜି-୨୦ ସମ୍ମିଳନୀ…

ନୂଆଦିଲ୍ଲୀ: ଭାରତ ମଣ୍ଡପମ୍‌ରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ (BRICS Summit 2026) ଅବସରରେ ବିଶ୍ୱର ପ୍ରମୁଖ ନେତାମାନଙ୍କ ସାକ୍ଷାତ ଆଲୋଚନା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶେଷ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍…

Orangutan Trafficking Case: ଓରାଙ୍ଗଉଟାନ ଚୋରାଚାଲାଣ ମାମଲା: ସାମ୍ନାକୁ ଆସିଲା ଫେରାର ଦୀଘା ହୋଟେଲ ମାଲିକଙ୍କ ଫଟୋ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ମାମଲାର ଚେର ଏବେ ପଡ଼ୋଶୀ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ…

ଅନଲାଇନ୍ ପେମେଣ୍ଟ କଲେ ମିଳିବ ଆଶ୍ୱସ୍ତି, ଘରେ କ୍ୟାସ୍ ଦେଲେ ଜୋମାଟୋ ନେବ ୫ ରୁ ୨୦ ଟଙ୍କା ଅତିରିକ୍ତ ଦେୟ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋରୁ ଖାଦ୍ୟ ମଗାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ଏବେ ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ପୂର୍ବ ଅପେକ୍ଷା ଆହୁରି ମହଙ୍ଗା ହେବାକୁ ଯାଉଛି । ବିଶେଷ କରି ଯେଉଁ ଗ୍ରାହକମାନେ ଅର୍ଡର କରିବା ସମୟରେ ‘କ୍ୟାସ୍ ଅନ୍ ଡେଲିଭରି’…

ଓଡ଼ିଶାରେ ପୁଣି ଫେରିବ ଲଗାଣ ବର୍ଷା: ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ, ୧୫ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗର ମିଜାଜ୍ ବଦଳିବାକୁ ଯାଉଛି। ଲଗାଣ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ, ଆଗାମୀ ୧୫ ସେପ୍ଟେମ୍ବରରୁ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ଫେରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ…

ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଡ଼ କୂଟନୈତିକ…

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ‘ନୂଆଦିଲ୍ଲୀ ଘୋଷଣାନାମା ୨୦୨୬’ ବିନା କୌଣସି ଆପତ୍ତିରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା…

ଛାତ ଉପରେ ସୌର ପ୍ରକଳ୍ପ: ରକ୍ଷଣାବେକ୍ଷଣ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ: ଆଜିକାଲି ବଢ଼ୁଥିବା ବିଦ୍ୟୁତ୍ ବିଲ୍‌ରୁ ମୁକ୍ତି ପାଇବା ପାଇଁ ଲୋକମାନେ ନିଜ ଘର ଛାତରେ ସୋଲାର ପ୍ୟାନେଲ୍ ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ପରିବେଶ ଅନୁକୂଳ ସୌର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 'ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା'…

ମା’ଙ୍କ ପାଖରେ ଆମିଷ ପ୍ରସାଦ: କାଳୀଘାଟରୁ କାମାଖ୍ୟା, ଜାଣନ୍ତୁ ଭାରତର କେଉଁ ପ୍ରସିଦ୍ଧ ମନ୍ଦିରରେ ଲାଗି ହୁଏ ଆମିଷ ଭୋଗ

କୋଲକାତା: ପଶ୍ଚିମବଙ୍ଗର ପ୍ରସିଦ୍ଧ କାଳୀଘାଟ ମନ୍ଦିରରେ ମା’ କାଳୀଙ୍କୁ ଅର୍ପଣ କରାଯାଉଥିବା 'ମାଛ ଭୋଗ'କୁ ନେଇ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି । ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଏକ ମନ୍ତବ୍ୟ ପରେ ଏହି ବିବାଦ ସୃଷ୍ଟି ହୋଇଛି, ଯାହାକୁ ନେଇ ଶାସକ ତୃଣମୂଳ କଂଗ୍ରେସ…

ଷ୍ଟିଲ୍ ବାସନ ଧୋଇବା ପରେ ଧଳା ଦାଗ ରହିଯାଉଛି କି? ଜାଣନ୍ତୁ ଏହା ପଛର କାରଣ ଓ ସହଜ ସମାଧାନ

ନୂଆଦିଲ୍ଲୀ: ଆଜିକାଲି ବଢ଼ୁଥିବା ବିଦ୍ୟୁତ୍ ବିଲ୍‌ରୁ ମୁକ୍ତି ପାଇବା ପାଇଁ ଲୋକମାନେ ନିଜ ଘର ଛାତରେ ସୋଲାର ପ୍ୟାନେଲ୍ ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି । ପରିବେଶ ଅନୁକୂଳ ସୌର ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 'ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା'…

ରହସ୍ୟ ବଢ଼ାଉଛି ସେହି ୩୯ ମିନିଟ୍: ବିଚିତ୍ରପୁରରୁ ଦୀଘା, କୁଆଡେ ଗଲା ବ୍ଲାକ୍ ଏସୟୁଭି?

ଭୁବନେଶ୍ୱର: ଓଡ଼ିଶାକୁ ୫ଟି ବିରଳ ଓରାଙ୍ଗଉଟାନ ଚୋରାଚାଲାଣ ଘଟଣାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) । ବନ୍ୟଜନ୍ତୁ ତସ୍କରୀର ଏହି ସମ୍ବେଦନଶୀଳ ମାମଲାରେ ଏବେ ଗୋଟିଏ ନୂଆ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ତଦନ୍ତ ନୂଆ ମୋଡ଼ ନେଇଛି । ଏସଟିଏଫ୍…