ପିତୃ ଦୋଷ କ’ଣ ଏବଂ ଏହା ଜୀବନ ଉପରେ କି ପ୍ରଭାବ ପକାଏ? ପିତୃ ପକ୍ଷରେ କରନ୍ତୁ ଏହି ସ୍ୱତନ୍ତ୍ର ପ୍ରତିକାର
ଭୁବନେଶ୍ୱର: ହିନ୍ଦୁ ସନାତନ ଧର୍ମରେ ପିତୃ ପକ୍ଷର ବିଶେଷ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଆଶ୍ୱିନ ମାସର କୃଷ୍ଣ ପକ୍ଷକୁ ପିତୃ ପକ୍ଷ ବା ଶ୍ରାଦ୍ଧ ପକ୍ଷ ଭାବରେ ପାଳନ କରାଯାଏ । ଏହି ସମୟ ନିଜର ସ୍ୱର୍ଗତ ପୂର୍ବପୁରୁଷମାନଙ୍କୁ ସ୍ମରଣ କରିବା ଏବଂ ସେମାନଙ୍କ ଆତ୍ମାର ସଦ୍ଗତି ପାଇଁ…