Latest Odisha News

BREAKING NEWS

ଓଲା, ଉବେରକୁ ଟକ୍କର ଦେବ ସ୍ୱଦେଶୀ ଆପ୍: ରାଜ୍ୟରେ ଶସ୍ତା ଓ ସୁରକ୍ଷିତ ଯାତ୍ରା ଯୋଗାଇବ ‘ଭାରତ…

ଭୁବନେଶ୍ୱର: ରାଜ୍ୟରେ ଏବେ ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକର ଏକଚାଟିଆ କାରବାର ଓ ମନମାନିକୁ ରୋକିବା ପାଇଁ ଏକ ନୂଆ ବିକଳ୍ପ ସାମ୍ନାକୁ ଆସିବାକୁ ଯାଉଛି । ଖୁବଶୀଘ୍ର ଓଡ଼ିଶାର ରାସ୍ତାରେ ନୂତନ ‘ଭାରତ ଟ୍ୟାକ୍ସି’ ସେବା ଆରମ୍ଭ ହେବ ବୋଲି ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ…

ପିଆଜ, ଶାଗ ଓ ମୂଳାରେ ମିଳିଲା ବିପଜ୍ଜନକ ଧାତୁ: ବୈଜ୍ଞାନିକଙ୍କ ଚେତାବନୀ, ବଢ଼ିପାରେ କର୍କଟ ରୋଗର ବିପଦ

ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ଆମେ ପ୍ରତିଦିନ ଖାଦ୍ୟରେ ସତେଜ ପନିପରିବାକୁ ସାମିଲ କରିଥାଉ । କିନ୍ତୁ ଆମେ ଖାଉଥିବା ଏହି ସବୁଜ ପନିପରିବା ପ୍ରକୃତରେ ସୁରକ୍ଷିତ ତ? ଏମିତି ଏକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଏଲସେଭିୟର ପବ୍ଲିକେସନ୍ସର ପ୍ରସିଦ୍ଧ ପତ୍ରିକା ‘ଏନର୍ଜି…

ରାଜ୍ୟରେ ମହିଳା ଅସୁରକ୍ଷିତ, ନିରବ କାହିଁକି ସରକାର? ନବୀନଙ୍କ ନିର୍ଦ୍ଦେଶରେ କପିଳାସ ଯିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

କପିଳାସ: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ନିକଟରେ ଜଣେ ଯୁବତୀ ଏବଂ ଯୁବକଙ୍କୁ ଅସଦାଚରଣ ତଥା ଆକ୍ରମଣ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ଆଣି ଗୃହ ବିଭାଗ…

ରାତିରେ ଉପକୂଳରେ ତାଣ୍ଡବ ରଚିପାରେ ବାତ୍ୟା: ସମୁଦ୍ର ଯିବାକୁ ବାରଣ, ଉଦ୍ଧାରକାରୀ ଦଳ ଆଲର୍ଟ ମୋଡ୍‌ରେ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଅଧିକ ଘନୀଭୂତ ହୋଇ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇଛି। ଏହି ସାମୁଦ୍ରିକ ଝଡ଼କୁ 'ଟ୍ରପିକାଲ୍ ସାଇକ୍ଲୋନ୍ ୦୧ବି' ଭାବେ ନାମିତ କରାଯାଇଥିବା ବେଳେ ଏହା ଆଜି ରାତିରେ ଉପକୂଳ ଅତିକ୍ରମ କରିବ ବୋଲି ଆମେରିକାର ଜଏଣ୍ଟ…

୨୮ ବର୍ଷ ତଳର ସେହି ସୁପରହିଟ୍ ଗୀତ: ଯାହା ଥିଲା ଦୂରଦର୍ଶନ ‘ରଙ୍ଗୋଲି’ର ଜୀବନ, ଆଜି ବି ଦର୍ଶକଙ୍କୁ…

ମୁମ୍ବାଇ: ୯୦ ଦଶକର ବଲିଉଡ୍ ଗୀତଗୁଡ଼ିକର କଥା କିଛି ନିଆରା ଥିଲା । ସେତେବେଳେ ପ୍ରତି ରବିବାର ସକାଳେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କାର୍ଯ୍ୟକ୍ରମ 'ରଙ୍ଗୋଲି'କୁ ଦର୍ଶକ ଚାତକ ପରି ଅନେଇ ବସୁଥିଲେ । ସେହି ସମୟର ଏକ ସୁପରହିଟ୍ ଗୀତ ଥିଲା 'ରଙ୍ଗୋଲି'ର ଜୀବନ, ଯାହା ବିନା…

ଭିଜିଲାନ୍ସ ଜାଲରେ ବରଗଡ଼ କଟାଭାଲ ପିଇଓ: ଆୟଠାରୁ ୩୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ ଲଗାତାର ଜାରି ରହିଛି । ଏହି କ୍ରମରେ ବରଗଡ଼ ଜିଲ୍ଲା କଟାଭାଲ ପଞ୍ଚାୟତର ନିର୍ବାହୀ ଅଧିକାରୀ କାର୍ତ୍ତିକେଶ୍ୱର ବେହେରା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ନିଜର…

ରେଡ୍ ଆଲର୍ଟ ଭିତରେ ଲୋକଙ୍କ ସୁରକ୍ଷା ପାଇଁ ତତ୍ପର ପ୍ରଶାସନ: ତିନୋଟି ରେଞ୍ଜରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ରାତିରେ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାକୁ ଯାଉଛି। ଏହି ସମୟରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ବହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ଗତି ଅତ୍ୟନ୍ତ ମନ୍ଥର ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ଏହି ସାମୁଦ୍ରିକ ସିଷ୍ଟମ୍ ଆଜି…

କଟକ ନିଆଳିର ନକଲି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ, ହରିୟାଣା ଲ୍ୟାବ୍ ରିପୋର୍ଟରୁ ସାଂଘାତିକ ଖୁଲାସା

କଟକ: ଆପଣ ଯଦି ବଜାରରୁ ପନିର କିଣି ଖାଉଛନ୍ତି, ତେବେ ଟିକେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ଖାଉଥିବା ଏହି ପନିର ସମ୍ପୂର୍ଣ୍ଣ ନକଲି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିଷାକ୍ତ ହୋଇପାରେ । କଟକ ଜିଲ୍ଲା ନିଆଳି ଅଞ୍ଚଳରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ପନିରକୁ ନେଇ ଏବେ ଏକ ସାଂଘାତିକ ତଥ୍ୟ…

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପିର ମାଷ୍ଟରଷ୍ଟ୍ରୋକ୍; ଡି. ପୁରନ୍ଦେଶ୍ୱରୀଙ୍କୁ ମିଳିଲା ଓଡ଼ିଶା ମଙ୍ଗ

ଭୁବନେଶ୍ୱର: କେହି ଭାବିନଥିଲେ ଯେ ଓଡ଼ିଶା ବିଜେପିର ପ୍ରଭାରୀ ବଦଳିବ, କିନ୍ତୁ ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରଭାରୀ ବଦଳାଇ ଭାରତୀୟ ଜନତା ପାର୍ଟି ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଇଛି । ବୁଧବାର ଦିନ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି…