Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ପ୍ରଗତି ୫୦’ ଯୋଜନାରେ ଓଡ଼ିଶାର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଏବଂ ପୁରୀକୁ ସାମିଲ କରାଯାଇଛି । ସ୍ୱଚ୍ଛତା ଏବଂ ପରିମଳ କ୍ଷେତ୍ରରେ ଉଚ୍ଚ ମାନଦଣ୍ଡ ସ୍ଥାପନ କରିବା ପାଇଁ ସାରା ଦେଶରୁ ମନୋନୀତ ହୋଇଥିବା ୫୦ଟି…

କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ରେଳ ଚଳାଚଳ ପ୍ରଭାବିତ, ଏକାଧିକ ଟ୍ରେନ୍ ବାତିଲ୍

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୋଇଛି, ଯାହାର ସିଧାସଳଖ ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ରାୟଗଡ଼ା ରେଳ ଡିଭିଜନ୍ ଅଧୀନସ୍ଥ ମାଲିଗୁଡ଼ା ଏବଂ ଛତ୍ରିପୁଟ ରେଳ ଷ୍ଟେସନ୍ ମଧ୍ୟରେ ରେଳଧାରଣା ଉପରେ ପାହାଡ଼ରୁ ଅତଡ଼ା ଖସିବା ଫଳରେ ରେଳ ସେବା…

ବିଧାନସଭାରେ ଉଠିଲା ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ରାଜ୍ୟରେ ଏବେ ଛେନା ଓ ପନିର ନାଁରେ ବିଷ ବିକ୍ରି ହେଉଛି । ଅଧିକ ଲାଭ ଆଶାରେ କିଛି ଅସାଧୁ ବ୍ୟବସାୟୀ ଛେନା ଓ ପନିରରେ ଷ୍ଟାର୍ଚ୍ଚ (ଶ୍ୱେତସାର) ଏବଂ ଡିଟରଜେଣ୍ଟ ଭଳି ମାରାତ୍ମକ ରସାୟନିକ ଦ୍ରବ୍ୟ ଅପମିଶ୍ରଣ କରୁଛନ୍ତି, ଯାହା ସିଧାସଳଖ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ…

ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ: ୪ର୍ଥ ମହଲାରୁ ଖସିପଡ଼ି ପ୍ରାଣ ହରାଇଲେ ରସିକ ଦୁଲାରୀ ଶରଣ

ବୃନ୍ଦାବନ: ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ଜୀ ମହାରାଜଙ୍କ ଜଣେ ୨୫ ବର୍ଷୀୟ ଶିଷ୍ୟଙ୍କର ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ଯୁବକଙ୍କ ନାମ ଦୀପକ ଲୋଧି (୨୫) ଏବଂ ସେ ଆଶ୍ରମରେ 'ରସିକ ଦୁଲାରୀ ଶରଣ' ନାମରେ ପରିଚିତ ଥିଲେ । ତାଙ୍କର ମୂଳ ଘର…

ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ: ଅକ୍ଟୋବର ୧୫ରୁ ଟ୍ରେ’ରେ ଲେଖିବାକୁ ପଡ଼ିବ ‘ବେଷ୍ଟ ବିଫୋର୍’…

ଲକ୍ଷ୍ନୌ: ପାର୍ବଣ ଋତୁ ଆସିଲେ ବଜାରରେ ମିଠାର ଚାହିଦା ବହୁତ ବଢ଼ିଯାଏ । ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ବାସି ତଥା ଭେଜାଲ୍ ମିଠା ବିକ୍ରି କରି ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳିଥାନ୍ତି । ମାତ୍ର ଏବେ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବାକୁ ଉତ୍ତରପ୍ରଦେଶ ସରକାର ଏକ ବଡ଼…

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଅବପାତ, ୧୨ ଘଣ୍ଟାରେ ନେବ ‘ଗଭୀର ଅବପାତ’ର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଘନଉଛି ଏକ ବଡ଼ ଧରଣର ପାଣିପାଗ ପରିବର୍ତ୍ତନ। ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ନୂଆ ପାଣିପାଗଗତ ହଲଚଲ୍ ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ଉତ୍ତର…

ବାଲେଶ୍ୱରରେ ଭୁଶୁଡ଼ିଲା ବ୍ୟାସକବି ଫକୀରମୋହନଙ୍କ ସ୍ମୃତି ସହ ଜଡ଼ିତ ୩୦୦ ବର୍ଷର ପୁରୁଣା କୋଠା

ବାଲେଶ୍ୱର: ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ସ୍ମୃତି ବିଜଡ଼ିତ ଏକ ଐତିହାସିକ କୋଠା ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି । ବାଲେଶ୍ୱର ଜିଲ୍ଲା ଦାମୋଦରପୁର ଅଞ୍ଚଳରେ ଥିବା ପ୍ରାୟ ୩୦୦ ବର୍ଷର ଏହି ପୁରୁଣା ଦୁଇ ମହଲା କୋଠାର ଏକ ବଡ଼ ଅଂଶ ଭାଙ୍ଗି…

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ହୋଇପାରେ ସାମରିକ ଆକ୍ରମଣ: ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ଆମେରିକା ପୁଣିଥରେ ସାମରିକ ଆକ୍ରମଣ କରିବାର ସମ୍ଭାବନାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଡ଼ାଇ ଦେଇନାହାନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ଏହି ସଂଘର୍ଷ ଖୁବ୍ ଶୀଘ୍ର ଶେଷ ହେବ ଏବଂ ଅନ୍ତର୍ଜାତୀୟ…

ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର

ପାରଳାଖେମୁଣ୍ଡି: ରାତିରେ ଖାଇବା ପାଇଁ ତିଆରି ହୋଇଥିଲା ଗରମ ଗରମ ରୁଟି । ହେଲେ କିଏ ଜାଣିଥିଲା, ସେହି ରୁଟି ହିଁ ତାଙ୍କ ପାଇଁ ବିଷ ପାଲଟିଯିବ ବୋଲି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇ…

ଯାଜପୁର ଓ ଭଦ୍ରକର ୪୩୨ ସ୍କୁଲରେ ଛୁଟି ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ବ୍ୟାପକ ଭାବେ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ରାଜ୍ୟର ଉପକୂଳବର୍ତ୍ତୀ ଏବଂ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବନ୍ୟା ଆଶଙ୍କା ଘନୀଭୂତ ହେଉଥିବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପମାନ…