Latest Odisha News

BREAKING NEWS

ବନ୍ୟା ଜଳରେ ବୁଡ଼ିଛି ରାସ୍ତା, ଭଦ୍ରକ-ଆରଡ଼ି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

ଭଦ୍ରକ: ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ଏବେ ବି ସଙ୍ଗିନ ରହିଛି। ନଦୀ ପାଣି କମିବା ଆରମ୍ଭ ହୋଇଥିଲେ ସୁଦ୍ଧା ଜିଲ୍ଲାର ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ରହିଛି । ବିଶେଷ କରି ତଳିଆ…

ପାହାଡ଼ରୁ ଖସୁଛି ମାଟି ଓ ପଥର: ଭୁସ୍ଖଳନ ଯୋଗୁଁ କେନ୍ଦୁଝରରେ ଜାତୀୟ ରାଜପଥରେ ଯାତାୟାତ ଠପ୍

କେନ୍ଦୁଝର: ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଏବେ ପାର୍ବତ୍ୟାଞ୍ଚଳରେ ଭୁସ୍ଖଳନ ଏକ ନୂଆ ବିପଦ ଭାବେ ଉଭା ହୋଇଛି । କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଏକ ଭୟଙ୍କର ଭୁସ୍ଖଳନ…

ଲଘୁଚାପ ପରେ ଲଘୁଚାପ, ଲଗାଣ ବର୍ଷାରୁ ନାହିଁ ନିସ୍ତାର: ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାରୁ ସହଜରେ ନିସ୍ତାର ମିଳିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଗୋଟିଏ ଲଘୁଚାପର ପ୍ରଭାବ ସମ୍ପୂର୍ଣ୍ଣ ରୂପେ କମି ନଥିବା ବେଳେ ଏବେ ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଭାରତୀୟ…

ବିପଦକୁ ଡାକିଆଣିଲା ମୋବାଇଲ୍ ସେଲଫି: ୭୦ ଫୁଟ୍ ତଳକୁ ଖସିଲେ ଯୁବତୀ

ବଲାଙ୍ଗୀର : ଆଜିକାଲି ସୋସିଆଲ ମିଡିଆରେ ନିଜର ଫୋଟୋ ଭିଡିଓରେ ଅଧିକ ‘ଲାଇକ୍’ କିମ୍ବା ‘ଭ୍ୟୁଜ୍’ ପାଇବା ଆଶାରେ ଯୁବପିଢ଼ି ନିଜ ଜୀବନକୁ ବିପନ୍ନ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏବେ ରାଜ୍ୟରେ ଏଭଳି ଏକ ହୃଦୟବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଭଲ ସେଲଫି…

ରାଜ୍ୟ ପୋଲିସରେ ନୂଆ ପରିବର୍ତ୍ତନ: ବିନୟତୋଷ ମିଶ୍ରଙ୍କ କାନ୍ଧରେ ପଡ଼ିଲା ପୋଲିସ ବିଭାଗର ସର୍ବୋଚ୍ଚ ଭାର, ଜାଣନ୍ତୁ କିଏ…

ଭୁବନେଶ୍ୱର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆଙ୍କ ଅବସର ଗ୍ରହଣ ପରେ ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ ବିଧିବଦ୍ଧ…

ହଷ୍ଟେଲ ୱାର୍ଡେନଙ୍କ ଇସ୍ତଫା ପରେ ତେଜିଲା ରେଭେନ୍ସା ଅଶାନ୍ତି: କର୍ତ୍ତୃପକ୍ଷଙ୍କୁ ଅଲ୍‌ଟିମେଟମ୍ ଦେଲା ଅଧ୍ୟାପକ ସଂଘ

କଟକ: ରାଜ୍ୟର ସର୍ବପୁରାତନ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ୱାର୍ଡେନଙ୍କ ବଦଳି ଏବଂ ରାଜନୈତିକ ହସ୍ତକ୍ଷେପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟ…

ଅମିତ ଶାହାଙ୍କ ବିରୋଧରେ ଅସଂସଦୀୟ ଶବ୍ଦ ପ୍ରୟୋଗ ଅଭିଯୋଗ: ଅଗଷ୍ଟ ୨୮ ମଧ୍ୟରେ ଜବାବ ଦେବାକୁ ରାହୁଲଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅସଂସଦୀୟ ମନ୍ତବ୍ୟ ଏବଂ ଗମ୍ଭୀର ଅଭିଯୋଗ ଆଣିବା ମାମଲାରେ ଲୋକସଭା ସଚିବାଳୟ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବିଶେଷାଧିକାର ଭଙ୍ଗ ଅଭିଯୋଗରେ ଏକ ନୋଟିସ୍ ଜାରି…

ପ୍ରେମିକର ଘର ଆଗରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ: ହସ୍ପିଟାଲରେ ଛାଡ଼ି ପ୍ରେମିକ ଫେରାର୍

କେନ୍ଦ୍ରାପଡ଼ା: ରାଜ୍ୟରେ ପ୍ରେମ ଜନିତ ଅସନ୍ତୋଷ ଏବଂ ପ୍ରତାରଣାକୁ ନେଇ ଦିନକୁ ଦିନ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିବାବେଳେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଏକ ମର୍ମନ୍ତୁଦ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପ୍ରେମିକର ପ୍ରତାରଣା ସହି ନପାରି ଜଣେ ଯୁବତୀ ଶେଷରେ ଚରମ ପଦକ୍ଷେପ…

ଜୁଲାଇରୁ ଲଗାଣ ବର୍ଷାରେ ଭିଜୁଛି ଓଡ଼ିଶା: କାହିଁକି ଥମୁନି ବର୍ଷା, ଜାଣନ୍ତୁ ପ୍ରକୃତ କାରଣ

ଭୁବନେଶ୍ୱର: ଚଳିତ ମୌସୁମୀରେ ଓଡ଼ିଶା ପ୍ରାୟତଃ କ୍ରମାଗତ ଓ ଲଗାଣ ବର୍ଷାର ସମ୍ମୁଖୀନ ହେଉଛି। ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ବର୍ଷାର ଧାରା ଅଗଷ୍ଟ ମାସରେ ମଧ୍ୟ ଜାରି ରହିଛି, ଯାହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଓ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ…

ବନ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର: ୩ ପ୍ରଭାବିତ ଜିଲ୍ଲାରେ ମୁତୟନ ହେଲେ NDRF ଯବାନ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ବନ୍ୟା ଆଶଙ୍କା ଘନୀଭୂତ ହେଉଥିବାରୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ…