Latest Odisha News

BREAKING NEWS

‘୧୦୦% ଖାଣ୍ଟି’ ଦାବି କରି ଫସିଲା ଡାବର: ମହୁ, ଘିଅ ସମେତ ଅନେକ ଉତ୍ପାଦ ଉପରେ FSSAIର କଟକଣା

ନୂଆଦିଲ୍ଲୀ: ନିଜ ଉତ୍ପାଦକୁ '୧୦୦ ପ୍ରତିଶତ ଖାଣ୍ଟି' ବୋଲି ଦାବି କରି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଭାରତର ଅନ୍ୟତମ ପ୍ରସିଦ୍ଧ କମ୍ପାନୀ ଡାବର ଇଣ୍ଡିଆ ଏବେ ବଡ଼ ଅଡ଼ୁଆରେ ପଡ଼ିଛି। ମହୁ, ଘିଅ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ବିଭ୍ରାନ୍ତିକର ଦାବି କରୁଥିବାରୁ ଭାରତୀୟ ଖାଦ୍ୟ ସୁରକ୍ଷା…

‘ପୀଡ଼ିତା’ ନୁହେଁ ‘ସର୍ଭାଇଭର’: ଯୌନ ଅପରାଧ ମାମଲାରେ ଲିଙ୍ଗଗତ ସମ୍ବେଦନଶୀଳ ଶବ୍ଦ…

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୌନ ଅପରାଧ ମାମଲାଗୁଡ଼ିକର ଶୁଣାଣି ଏବଂ ରାୟ ପ୍ରକାଶ ସମୟରେ ବ୍ୟବହାର କରାଯାଉଥିବା ଭାଷା ଓ ଶବ୍ଦଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ କୋର୍ଟ ପକ୍ଷରୁ ପ୍ରଥମ ଥର ପାଇଁ ଏକ…

ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ପ୍ରଶ୍ନପତ୍ର ଲିକ୍: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକରେ ଘଟିଥିବା ପ୍ରଶ୍ନପତ୍ର ଲିକ୍ ବା ପେପର ଲିକ୍ ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପ୍ରବଳ ବର୍ଷିଛି ଭାରତୀୟ ଜନତା ପାର୍ଟି (ବିଜେପି)। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ…

ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ

ଚେନ୍ନାଇ: ଲୋକପ୍ରିୟ ଅଭିନେତ୍ରୀ ତ୍ରିଷାଙ୍କ ସମ୍ପର୍କରେ ଆପତ୍ତିଜନକ ତଥା ବିବାଦୀୟ ମନ୍ତବ୍ୟ ଦେବା ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ତାମିଲନାଡୁ ପୋଲିସ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଛି।…

ଲଘୁ ଖଣିଜ କ୍ୱାରି ପରମିଟ୍‌ରେ ମନମାନିକୁ ବ୍ରେକ୍: ବେସରକାରୀ ପ୍ରକଳ୍ପକୁ ଅନୁମତି ମନା

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ଉତ୍ତୋଳନ ପାଇଁ ଦିଆଯାଉଥିବା କ୍ୱାରି ପରମିଟ୍‌କୁ ନେଇ ଏବେ ପ୍ରଶାସନିକ ସ୍ତରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପରମିଟ୍ ପ୍ରଦାନରେ କୌଣସି ପ୍ରକାରର ଅନିୟମିତତା କିମ୍ବା ମନମାନିକୁ ଆଉ ବରଦାସ୍ତ କରାଯିବ ନାହିଁ। କେବଳ ସରକାରୀ ଏବଂ ଜନସ୍ୱାର୍ଥମୂଳକ…

ପୋକ୍ସୋ ମାମଲା ତଦନ୍ତରେ ଗୁରୁତର ଅବହେଳା: ରାଇରଙ୍ଗପୁର ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ…

୧୨୦ ଦିନରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍, ସହଜରେ ଡିଫଲ୍ଟ ଜାମିନ ପାଇଲା ଅଭିଯୁକ୍ତ; କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ଗଲା ଆଇଜିଙ୍କ ରିପୋର୍ଟ

ବିଏମସିର କଡ଼ା ଆଭିମୁଖ୍ୟ: ଆବାସିକ ଘରେ ଚାଲିଛି ବେଆଇନ ବ୍ୟବସାୟ, ୧୩୮୦ ଘର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିଏମସିର ଦକ୍ଷିଣ-ପୂର୍ବ ଜୋନ୍‌ ଅଧୀନରେ ଆସୁଥିବା ଆବାସିକ ଘରଗୁଡ଼ିକୁ ବେଆଇନ ଭାବେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର…

ଆଠ ମାସରେ କ’ଣ ପରିବର୍ତ୍ତନ ଘଟିଲା ଯେ BJP ବାଙ୍କିପୁର ଆସନରୁ ପ୍ରଶାନ୍ତ କିଶୋରଙ୍କଠୁ ହାରିଲା? ୫ଟି ବଡ଼ କାରଣ

ପାଟନା: ବିଜେପି ୨୦୧୪ରୁ କ୍ଷମତାକୁ ଆସିବା ପରେ ସବୁବେଲେ ଖବର ଥାଏ ବିଜେପି ଅନେକ ନିର୍ବାଚନ ମଣ୍ଡଳ ବା ରାଜ୍ୟରେ କ୍ଷମତା ଦଖଲ କଲା। କିନ୍ତୁ ଏଥର ବିଜେପି ଗଡରେ ଏକ ନୂଆ ଦଳ ଦଖଲ କରିଛି । ବିହାରର ରାଜଧାନୀ ପାଟନା ସ୍ଥିତ ହାଇ-ପ୍ରୋଫାଇଲ୍ 'ବାଙ୍କିପୁର' ବିଧାନସଭା ଆସନରେ ସୃଷ୍ଟି ହୋଇଛି ନୂଆ…

କଟକରେ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍‌ଘାଟିତ: ଯୁବପିଢ଼ିଙ୍କ ପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ…

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ସୋମବାର କଟକ ଜିଲ୍ଲା ବାଙ୍କୀଠାରେ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି। ଭାରତୀୟ ସଂସ୍କୃତି, ପ୍ରାଚୀନ ପରମ୍ପରା ଏବଂ ଆଧୁନିକ ଶିକ୍ଷାର ସମନ୍ୱୟରେ…

ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ, ବର୍ତ୍ତମାନ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷାର ପରିମାଣ ହ୍ରାସ ପାଇବା ଫଳରେ ଜଳସ୍ତରରେ କ୍ରମାଗତ ଅବନତି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ରବିବାର ଦିନ ଆଉ ଚାରୋଟି ସ୍ଲୁଇସ୍ ଗେଟ୍ ବନ୍ଦ କରିଛନ୍ତି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ମୋଟ ୧୩ଟି ଗେଟ୍ ମାଧ୍ୟମରେ…