Latest Odisha News

BREAKING NEWS

PF ଖାତାରେ ଜମା ହେବା ଆରମ୍ଭ ହେଲାଣି ୮.୨୫% ସୁଧ, ତୁରନ୍ତ ଚେକ୍ କରନ୍ତୁ ବାଲାନ୍ସ

ଭୁବନେଶ୍ୱର: ଦେଶର କୋଟି କୋଟି ବେତନଭୋଗୀ ତଥା ଚାକିରିଆଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଆକାଉଣ୍ଟକୁ ବହୁ ପ୍ରତୀକ୍ଷିତ ସୁଧ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯଦି ଆପଣ ଜଣେ ଇପିଏଫଓ ହିତାଧିକାରୀ, ତେବେ ଆପଣଙ୍କ ପିଏଫ୍ ଖାତାକୁ…

ରଥଯାତ୍ରାରେ ବାଧକ ସାଜିବନି ବର୍ଷା: ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ପ୍ରଶାସନକୁ…

ପୁରୀ: ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ ସାରା ବିଶ୍ୱରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଭକ୍ତର ଭାବ ଆଗରେ ପ୍ରକୃତିର ପ୍ରତିବନ୍ଧକ ଯେମିତି ହାର୍ ମାନିବ, ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ପବିତ୍ର ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସମ୍ଭାବ୍ୟ…

ଶ୍ରୀମନ୍ଦିର ପ୍ରଶାସନର ‘ଜିରୋ ଟଲରାନ୍ସ’ ନୀତି: ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ଏବଂ ଶୃଙ୍ଖଳା ବଜାୟ ରଖିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ମନ୍ଦିର ପରିସରରେ ବିଶୃଙ୍ଖଳିତ ଆଚରଣ ଏବଂ ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ସେବାୟତଙ୍କୁ କଠୋର ଦଣ୍ଡବିଧାନ କରାଯାଇଛି। ଶ୍ରୀମନ୍ଦିର…

କାଳିଆ ପ୍ରେମରେ ବଲିଉଡ୍ ଷ୍ଟାର୍: ଜୀବନରେ ପ୍ରଥମ ଥର ପାଇଁ ବଡ଼ଦାଣ୍ଡରେ ଘୋଷଯାତ୍ରା ଦେଖିବେ ସୋନୁ ନିଗମ!

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅନେକ ହୃଦୟସ୍ପର୍ଶୀ ତଥା ଲୋକପ୍ରିୟ ଭଜନ ଗାଇ ଓଡ଼ିଆ ଶ୍ରୋତାଙ୍କ ମନ କିଣିଥିବା ବଲିଉଡ୍ ଗାୟକ ସୋନୁ ନିଗମଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସବୁବେଳେ କାଳିଆ ସାଆନ୍ତଙ୍କ ଭକ୍ତିରେ ଲୀନ ରହୁଥିବା ଏହି ଲୋକପ୍ରିୟ କଣ୍ଠଶିଳ୍ପୀ ନିଜ…

ଆକାଶମାର୍ଗରୁ ନଜର ରଖିବ ଡ୍ରୋନ୍, ପ୍ରସ୍ତୁତ ରହିଛି ‘ୱାର୍ ରୁମ୍’: ରଥଯାତ୍ରା ଭିଡ଼ ପାଇଁ ରେଳବାଇର…

ଭୁବନେଶ୍ୱର: ଦୁଲୁକିବ ବଡ଼ଦାଣ୍ଡ, ପୁରୀକୁ ଛୁଟିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଏହି ଅଦ୍ଭୂତପୂର୍ବ ସମାଗମକୁ ଆଖିଆଗରେ ରଖି ପୂର୍ବତଟ ରେଳପଥ ପକ୍ଷରୁ…

ସଫଳତାର ଶୀର୍ଷରେ ଜ୍ୟୋତିର୍ମୟୀ: ସ୍ୱତନ୍ତ୍ର ସମାରୋହରେ କିଟ୍ ପକ୍ଷରୁ ବିପୁଳ ସ୍ୱାଗତ, ଉଛୁଳିଲା କ୍ୟାମ୍ପସ

ଭୁବନେଶ୍ୱର: ନିଜର ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସଫଳତାର ନୂତନ ମାଇଲଖୁଣ୍ଟ ସ୍ଥାପନ କରିଥିବା ଜ୍ୟୋତିର୍ମୟୀ ନାୟକଙ୍କୁ କିଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ତଥା ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି। ନିଜ ଅନୁଷ୍ଠାନକୁ ଫେରିବା ପରେ ତାଙ୍କୁ ଦିଆଯାଇଥିବା ଏହି ବିପୁଳ ସ୍ୱାଗତ…

ଖୋଲୁଛି ନକଲି IASଙ୍କ ଗୁମର: ଭୁବନେଶ୍ୱର ପରେ ବ୍ରହ୍ମପୁରରେ ମହାଠକେଇ, ଝାରପଡ଼ା ଜେଲରୁ ରିମାଣ୍ଡରେ ଆଣିଲା ସ୍ପେଶାଲ୍…

ବ୍ରହ୍ମପୁର: କେତେବେଳେ ନିଜକୁ ସବ୍-କଲେକ୍ଟର ତ ଆଉ କେତେବେଳେ ବରିଷ୍ଠ ଆଇଏଏସ୍ (IAS) ଅଧିକାରୀ ବୋଲି ପରିଚୟ ଦେଉଥିଲା। ଦାମୀ ପୋଷାକ ଓ କଥାବାର୍ତ୍ତାର ଚାତୁରୀରେ ବଡ଼ ବଡ଼ ଦୋକାନୀଙ୍କୁ ଭୁଆଁ ବୁଲାଉଥିଲା। ଶେଷରେ ପୋଲିସ ହାତରେ ଧରାପଡ଼ିବା ପରେ ଏବେ ଗୋଟିଏ ପରେ ଗୋଟିଏ ସହରରୁ ତା'ର ଠକାମୀର…

ଖୋଲିବ କି ହଜିଲା ଫାଇଲ୍‌ର ଗୁମର? କମିଶନରେଟ୍ ପୋଲିସ ସ୍କାନରରେ ପୂର୍ବତନ ଆଇଏଏସ୍ ଓ ଆଇଟି ସଚିବ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ଓ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ଗାଏବ ଘଟଣା ଏବେ ନୂଆ ମୋଡ଼ ନେଇଛି। ଏହି ବହୁଚର୍ଚ୍ଚିତ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି କମିଶନରେଟ୍ ପୋଲିସ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପୂର୍ବତନ…

NEET ରେଜଲ୍ଟକୁ ନେଇ ପୁଣି ବିବାଦ: ଓଡ଼ିଶାର ଛାତ୍ରୀଙ୍କ ସଙ୍ଗିନ ଅଭିଯୋଗ, OMR ସିଟ୍‌ରେ ହେରଫେର ସନ୍ଦେହ

ଭୁବନେଶ୍ୱର: ଦେଶର ସବୁଠାରୁ ସମ୍ବେଦନଶୀଳ ପରୀକ୍ଷା NEET-UGକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଏବଂ ଗ୍ରେସ ମାର୍କକୁ ନେଇ ଚର୍ଚ୍ଚାରେ ଥିବା ଏହି ପରୀକ୍ଷା ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛି। ଓଡ଼ିଶାର ଜଣେ NEET ଆଶାୟୀ ଛାତ୍ରୀ ତାଙ୍କ OMR ସିଟ୍‌ରେ…

ମନୋଜ ପାଢ଼ୀଙ୍କ ପରେ ଏବେ କାହାର ପାଳି? ସ୍କାନରରେ ୨୦୦ରୁ ଅଧିକ କର୍ମଚାରୀ!

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବିଭାଗକୁ ଦୋହଲାଇ ଦେଇଥିବା 'ପାଠ୍ୟପୁସ୍ତକ ମହାବିଭ୍ରାଟ' ମାମଲାରେ କ୍ରାଇମବ୍ରାଞ୍ଚର ଶିକାରୀ କୁକୁର ଏବେ ଅସଲ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି। ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କ ଗିରଫଦାରୀ ପରେ, ଏବେ ତଦନ୍ତର ବ୍ୟାପକତା…