କଟକ ଲିଙ୍କ ରୋଡ ବ୍ୟାଙ୍କ ଅଫ ବରୋଦାରେ ଭୟାବହ ଅଗ୍ନିକାଣ୍ଡ
କଟକ: ସହରର ଲିଙ୍କ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ପୂରା ବ୍ୟାଙ୍କ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ବ୍ୟାଙ୍କ ପରିସର ସମେତ ଚାରିଆଡ଼େ କେବଳ କଳା ଧୂଆଁର ଆସ୍ତରଣ ଖେଳିଯାଇଛି।
ଖବର ପାଇବା କ୍ଷଣି…