ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୯)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯
ମିଥିଳା ଦିଦି କାନ୍ଧରେ ହାତ ପକେଇଲା। ମୁଣ୍ଡରେ ହାତ ସାଉଁଳେଇ କହିଲା, ପୁଣିଥରେ ସଜାଡି ନେବାକୁ ନିଜକୁ। ଉପଦେଶ ଦେଇ ଦମ୍ଭିଲା ସ୍ବରରେ କହିଲା, 'ଯାଉନୁ ଦାଦାଭାଇଙ୍କ ପାଖକୁ ଆଜି।' ତାଙ୍କ କାମ ପାଇଁ ତ ପଠାଏ ସେ, ଏବେ…