Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୬ ଶାଳବଣର ରାଣୀ ଥିଲା ମୁଗୁନି। ନିଜ ଇଚ୍ଛାରେ ବାହାହେଇଚି ସନିଆକୁ। କୋଉ ଅମଳରୁ ଚଉଦପୁରୁଷ କରିଆସୁଛନ୍ତି ବାଉଁଶକାମ ସେମାନେ । ଦୁହେଁ ଅଳ୍ପ ପାଠ ପଢିଛନ୍ତି। ପେଟ ପୋଷିବାକୁ ପାଠ ଠାରୁ କାମକୁ ଗୁରୁତ୍ବ ଦିଅନ୍ତି ଘରେ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୫ ମାଆ ହବ ଜାଣିବା ପରେ ବିରକ୍ତ  ଲାଗିଲା ଭୀଷଣ। ହେତ୍, ଆଘାତ ଦେଇଥିବା ମଣିଷ ହିଁ  ବାପା ହେବ ପିଲାଟିର।  ଜାବାଳି  ନା ଇତରା କ'ଣ ସିଏ ? ସତ୍ୟକାମ  ନା ଐତ୍ତେରୀୟ  ...କିଏ ସବୁ ଆସିବେ ୟା ପରେ। ତଥାପି ଆଗ୍ରହୀ ସେ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୪ ସମୟ ଡେଣା ଝାଡି ଉଡିଯାଉଥିଲା। ବଦଳି ଯାଉଥିଲା ବର୍ଷ , ମାସ , ଦିନ,ବାର, ତିଥି, ନକ୍ଷତ୍ର।ଶାମୁକା ପେଟରେ ମୋତି ଭଳି ସାଇତାଯାଉଥିଲା ଆମ ଅମଳିନ ଶ୍ରଦ୍ଧା ସ୍ନେହ ଟିକକ। ଘଟଣା ପରେ ଘଟଣା ବାଟ ଓଗାଳୁଥିଲା।  ଜୀବନ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୩ ଫୁଲା ଫାଙ୍କିଆ ମୁଁ ତାସ୍ ଖେଳ, ପଶାଖେଳରେ ମାତି ସମୟ ବିତେଇ ଦେଉଥିଲି।ବହି ପଢିବାର ନିଶା ଥିଲା। ପହଁରିବାକୁ ଭଲ ଲାଗୁଥିଲା। କିନ୍ତୁ, ବାପାଙ୍କ କାମ ସମ୍ଭାଳିବାକୁ ଆଦୌ ଇଚ୍ଛା ହେଉନଥିଲା। ଟିକିଏ ବି ଆଗ୍ରହ ନଥିଲା।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୨ ପାଦ ଆଉଁସୁ ଆଉଁସୁ ଅନେକ ସାହସଠୁଳକରି ଜବା ପଚାରିଦେଲା ମିଠାଗଳାରେ ଦାଦାଭାଇଙ୍କୁ ତାଙ୍କ ଅତୀତର କଥା। ଆଃ ,ବିଦ୍ୟୁତ ଆଘାତ ପାଇଲେକି ଆଉ! ରହିଗଲେ ଟିକିଏ। ପଲଙ୍କ ଉପରେ ଆଉଜି ବସିଲେ ନରମ ତକିଆ ଓ କୁସନର ମେଳରେ। ହସିଲେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୧  ବାହାପିଆ ମଣିଷ  ସବୁକରିପାରିବାର ଆସ୍ପର୍ଦ୍ଧା ନେଇ ହେୟଜ୍ଞାନ କରେ ଯାହାକୁ, ତା'କୁଇ ସେ ଖୋଜୁଥାଏ ତମାମ ଜୀବନ। ପାଏ କି ନାହିଁ କେଜାଣି, କହିପାରେନା କାହାକୁ କିଛି, ଏକା ଏକା ଭିତରେ ଭିତରେ ଗୁମୁରୁ ଥାଏ। ଚକ୍ର ଭଳି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୦ ଆବରଣରେ ଢାଙ୍କି ଦେଇଥାଏ କିଏ ଶହେରୁ ଶହେ ନିଜକୁ। ସତ୍ତା ତା' ତଳେ ଥାଇ ଥରେ ଜାଗ୍ରତ ହେଲେ ଅନାବରଣ ହୁଏ ପରସ୍ତ ପରସ୍ତ ଅନ୍ଧକାର। ମାତୃଗର୍ଭରେ ପିଣ୍ଡରହେ ଯେତେବେଳେ ସେ ଆଲୋକ ଆଡକୁ ସମ୍ପ୍ରସାରିତ ହୁଏ।ଏଇ ଗତିଶୀଳ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୯ ଆରେ ଆମକୁ ସାଧାରଣ ଭାବୁଛ କାହିଁକି ....ଟିକିଏ ଆଦର ଦେଇ ଦେଖ,ଆମେ ମହକେଇଦେବୁ ତୁମ ପୃଥିବୀକୁ। ପରସ୍ତ ପରସ୍ତ କ୍ଷୋଭ ଆମର ତରଳିଯାଏ ସାମାନ୍ୟ ଆଦରର ଉଷ୍ଣ ପରଶରେ । ଅଥଚ , ତୁମେସବୁ କ୍ଷତାକ୍ତ କରିପାର ଅନେକ ପ୍ରକାରେ।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୮ ପାଠ କଥା କିଏ ପଚାରେ।କେତେ ପଢିଚି,ଆଉ ଆଗକୁ କ'ଣ ପଢିବ, ଏକଥା ଆମ ସମସ୍ତଙ୍କର ଏକ ମାନସିକତା କେବଳ। କ୍ୟାରିୟର ଆମ ବିଳସିତ ଅୟମାରମ୍ଭ କହିଲେ ଭୁଲ ହବନି ବୋଧହୁଏ। ଚମ୍ପା,ବୁଲି, ରାଧା, ମାଳ, ବାସ, ଗେହ୍ଲୀ, ଶାରୀ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୬ ଗତିଶୀଳତା  ରହିଛି, ରହିବ। ବୁଝି ପାରିଲେ  ଜୀବନ  ଅତିକ୍ରମ ହୁଏ ସୋପାନ ପରେ ସୋପାନ। ଜଡ ହେଉ ବା ଚେତନ ସବୁଠି ରହୁଛି  ଏକ  ଭିନ୍ନଧରଣର ଆକର୍ଷଣ। ବାଧ୍ୟତାମୂଳକ ଭାବେ ଜାଗା ବଦଳାଇବାକୁ ପଡିଲା।  ସହରର ସବାଶେଷ…