ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୬)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୬
ଶାଳବଣର ରାଣୀ ଥିଲା ମୁଗୁନି। ନିଜ ଇଚ୍ଛାରେ ବାହାହେଇଚି ସନିଆକୁ। କୋଉ ଅମଳରୁ ଚଉଦପୁରୁଷ କରିଆସୁଛନ୍ତି ବାଉଁଶକାମ ସେମାନେ । ଦୁହେଁ ଅଳ୍ପ ପାଠ ପଢିଛନ୍ତି। ପେଟ ପୋଷିବାକୁ ପାଠ ଠାରୁ କାମକୁ ଗୁରୁତ୍ବ ଦିଅନ୍ତି ଘରେ।…